ଗାଁରେ ପଶିଲା ବାଘ: ଭୟଭୀତ ହେଲେ ଗ୍ରାମବାସୀ

ଗାଁରେ ପଶିଲା ବାଘ: ଭୟଭୀତ ହେଲେ ଗ୍ରାମବାସୀ

ଗାଁରେ ଆତଙ୍କ ଖେଳାଇଛି ବାଘ  ।  ଗାଁର ବାଘ ବୁଲୁଛି ଓ ଲୋକଙ୍କୁ ଭୟଭୀତ କରାଉଛି  । ବାରିଙ୍ଗି ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଭୟ ବଢିବାରେ ଲାଗିଛି   ।  ମୁଣ୍ଡେଶ୍ୱର ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ସୂଚନା ରହିଛି ।  ଜଙ୍ଗଲ ନିକଟରେ ଏକ ପୋଖରୀ ଖୋଳା ଚାଲିଥିବା ବେଳେ ଜଙ୍ଗଲ ଭିତରୁ ବାଘ ବାହାରିଲା  ।  ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।