ବିଧାୟକଙ୍କ ଘର ପାଇଁ କଟିଛି ୭୨୧ଗଛ
ବିଧାୟକଙ୍କ ନୂଆ ସରକାରୀ ବାସଭବନ ପାଇଁ କଟିଛି ୭୨୧ ଗଛ । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଲିଖିତ ଉତ୍ତର । ରାଜଧାନୀରେ ୬.୫୪ ହେକ୍ଟର ସ୍ଥାନରେ ଗଛ କଟାଯାଇଛି । ତକ୍ରାଳୀନ ବିଜେଡି ସରକାର ଏହି ଅଞ୍ଚଳରେ ୭୨୧ ଗଛ କାଟିଛନ୍ତି ।
ଅମ୍ରିତ ବିଦ୍ୟାପୀଠରେ ୮ହଜାର, ସୁବୁଦ୍ଧିପୁରରେ ୪ହଜାର ଗଛ ଲଗାଇଛନ୍ତି ।
ମଧୁପୁରରେ ୪ହଜାର, ଘାଟିକିଆରେ ୨ହଜାର ଗଛ ଲଗାଯାଇଛି ।