ଟେଷ୍ଟରୁ ବିରାଟ କୋହଲିଙ୍କ ଅଲବିଦା

ଟେଷ୍ଟରୁ ବିରାଟ କୋହଲିଙ୍କ ଅଲବିଦା

ଟେଷ୍ଟରୁ ବିରାଟ କୋହଲିଙ୍କ ଅଲବିଦା । ଇନଷ୍ଟାଗ୍ରାମ ପୋଷ୍ଟ କରି ଅବସର ଘୋଷଣା କଲେ ବିରାଟ । ମୋଟ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ବିରାଟ ।  ଦୀର୍ଘ ୧୪ବର୍ଷ କ୍ରିକେଟ୍ କ୍ୟାରିଅରରୁ ବିଦାୟ ନେଲେ ବିରାଟ କୋହଲି । ରୋହିତ ଶର୍ମାଙ୍କ ପରେ ସନ୍ନ୍ୟାସ ନେଲେ ବିରାଟ । ୨୦୦୮ରେ ଅନ୍ତର୍ଜାତୀୟ ମ୍ୟାଚରେ ଡେବୁ୍ୟ କରିଥିଲେ ବିରାଟ ।