ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ 

ମୟୁରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ । ମଧୁସ୍ମିତାଙ୍କୁ ଗିରଫ କଲା ଅର୍ତନୈତିକ ଅପରାଧ ଶାଖା ।  ୪ କୋଟି ଟଙ୍କାର ସରକାରୀ ଅର୍ଥ ହେର ଫେର ମାମଲାରେ ହୋଇଛନ୍ତି ଗିରଫ  । ବେଲପାହାଡ଼ କାର୍ଯ୍ୟନିର୍ବାହି ଅଧିବାରୀ ଥିବା ବେଳେ ହେର ଫେର କରିଥିଲେ  ।