ଆଇପିଏସ୍ ସ୍ତରରେ ଅଦଳବଦଳ
ଆଇପିଏସ୍ ସ୍ତରରେ ବଡ ଅଦଳବଦଳ କଲେ ରାଜ୍ୟ ସରକାର । ସଂଞ୍ଜୀବ ପଣ୍ଡା ହେଲେ ନକ୍ସଲ ବିରୋଧୀ ଅପରେସନ୍ ଏଡିଜି । ସଞ୍ଜୀବ ପଣ୍ଡା ଉଭୟ ସ୍ୱତନ୍ତ୍ର ଗୁଇନ୍ଦା ଶାଖା , ନକ୍ସଲ ଅପରେସନରେ ରହିବେ । ଅଖିଳେଶ୍ୱର ସିଂହ ହେଲେ ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି । କେଭି ସିଂ ହେଲେ ଦକ୍ଷିଣା-ପଶ୍ଚିମାଞ୍ଚଳ ଡିଆଇଜି ।