ଉଦ୍ୟାନ କୃଷି ତାଲିମ କର୍ମଶାଳା

ରାଜକନିକା : ବରୀ ବ୍ଲକ ରମ୍ପା ପଞ୍ଚାୟତ କାର୍ଯ୍ୟାଳୟରେ ବ୍ଲ ସ୍ତରୀୟ ଉଦ୍ୟାନ କୃଷି ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି > ଏଥିରେ ସହକାରୀ ଉଦ୍ୟାନକୃଷି ଅଧିକାରୀ ସତ୍ୟଜିତ ଦାସ , ସ୍ଥାନୀୟ ସରପଞ୍ଚ ମାନସ ଜେନା, ଉଦ୍ୟାନକୃଷି କର୍ମଚାରୀ ମୋନାଲିସା ଅଧିକାରୀ, ଉଦ୍ୟାନସାଥୀ ଜତିଶ ସାମଲ, ବିପିସି (ମିଶନଶକ୍ତି ) ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଓଏଲମ ପ୍ରିୟଙ୍କା ଦାସ ପ୍ରମୁଖ ଯୋଗଦେଇ ଦକ୍ଷତା ବିକାଶ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକୟସ୍ତରୀୟ ଏକ ଦିବସୀୟ ଉଦ୍ୟାନକୃଷି କର୍ମଶାଳା ଉପରେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ କ୍ଷ ସରକାରଙ୍କ ଉଦ୍ୟାନ କୃଷିଭିତ୍ତିକ ବିଭିନ୍ନ ଯୋଜନା ସମ୍ବନ୍ଧରେ ଚାଷୀଙ୍କୁ ଅବଗତ କରାଯାଇଥିଲା । ଆଖପାଖ ୫ ଗୋଟି ପଞ୍ଚାୟତ ବହୁ ଚାଷୀ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଏହି ଅବସରରେ ଜୈବିକ ପ୍ରଣାଳୀ ଚାଷ ଉପରେ ଆଲୋଚନା ହୋଇଥିଲା ।