ଜଗନ୍ନାଥ ମନ୍ଦିରରେ ଅନ୍ନପ୍ରସାଦ 

 ବାରଙ୍ଗ:  କାନନକ୍ଷେତ୍ର ନନ୍ଦନକାନନ ଜଗନ୍ନାଥ ମନ୍ଦିରରେ ଉତ୍ତର ବିଧାୟକ ଶୁଶାନ୍ତ କୁମାର ରାଉତଙ୍କ ଦ୍ୱାରା ଅନ୍ନପ୍ରସାଦର ଶୁଭାରମ୍ଭ କରାଯାଇଛି । ମନ୍ଦିର ପରିଚାଳାନ କମିଟିର କାର୍ଯ୍ୟକର୍ତ୍ତା ତଥା ବିଜେଡି ନେତା ସୁବାଷଚନ୍ଦ୍ର ପାତ୍ର, ରବିନ୍ଦ୍ର ପାତ୍ରଙ୍କ ସମେତ ସମସ୍ତ ସଭ୍ୟମାନଙ୍କ ଉପସ୍ଥିତରେ ଶହ ଶହ ଭକ୍ତ ପ୍ରସାଦ ସେବନ କରି ପ୍ରଭୁ କୃପା ଲାଭ କରିଥିଲେ ।