ଠାକୁର ଅନୁକୂଳଚନ୍ଦ୍ରଙ୍କ ବାର୍ଷିକ ଉତ୍ସବ
ଆସିକା: ଆସିକା କଳିଙ୍ଗାରୋଡ ସ୍ଥିତ ସତସଙ୍ଗ ବିହାର ଠାରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋସôବ ତଥା ବ୍ଲକସ୍ତରୀୟ ସତସଙ୍ଗ ବିହାରର ୧୬ ତମ ବାର୍ଷିକ ଉସôବ ପାଳିତ ହୋଇଯାଇଛି । ପ୍ରତଃ ସମୟରୁ ବେଦ ମଙ୍ଗଳିକା, ଉଷାକୀର୍ତନ,ଉଷା ପାଠ, ସଦ ଗୁରୁ ପୂଜନ,ସଦ ଗ୍ରନ୍ଥ ପାଠ,ମାତୃ ସମ୍ମିଳନୀ, ନଗର କୀର୍ତନ, ସନ୍ଧ୍ୟା ବିନତୀ ପ୍ରାର୍ଥନା, ସାଙ୍ଗତାଞ୍ଜଳୀ, ସତସଙ୍ଗ, ସଦାଲୋଚନା, ପ୍ରସାଦ ସେବନ,ଦୀକ୍ଷା କାର୍ଯ୍ୟକ୍ରମ, ଅନୁଷ୍ଠିତ ହୋଇଥଲା । ଏହି କାର୍ଯ୍ୟକ୍ରମରେ ନାରାୟଣ ପାତ୍ର, ଆଚାର୍ଯ୍ୟ,ରବୀନ୍ଦ୍ର କୁମାର ନାୟକ ଯାଜକ,ପ୍ରମୋଦ କୁମାର ନାୟକ ଉସôବ କମିଟି ସଭାପତି, ସରୋଜ କୁମାର ମହାପାତ୍ର, ସମ୍ପାଦକ,କିଶୋର ଚନ୍ଦ୍ର ନାୟକ କୋଷାଧକ୍ଷ, ଏବଂ ପ୍ରକାଶ ରାଓ ଦୋରା, ରବିନ୍ଦ୍ର କୁମାର ସାହୁ, ଭିକାରୀ ପାତ୍ର, ବଳରାମ ମହାରଣା,ରିତିକ୍ ବିଜୟ କୁମାର ପଣ୍ଡା, ରିତିକ୍ ବିଜୟ କୁମାର ବିଶ୍ୱାଳ,ହଜାରୀ ବେହେରା, ପ୍ରକାଶ ଚନ୍ଦ୍ର ରେଡ୍ଡୀ, ସ୍ରିନିବାସ କ୍ୟାମ୍ପ, ସନ୍ୟାସୀ ଜେନା, ରାମ ଜେନା, ବିଶ୍ୱଜିତ୍ ସାହୁ, ଦିଗମ୍ବର ରଣା, ସୁରେନ୍ଦ୍ର ସାହୁ, ସୂର୍ଯ୍ୟ ନାରାୟଣ ଦାସ, ଚନ୍ଦ୍ର ଶେଖର ମହାରଣା, ଶିବ ଶଙ୍କର ମିଶ୍ର, ସନ୍ତୋଷ କୁମାର ମିଶ୍ର, ରଜନୀ କାନ୍ତ ଦାସ, ଶ୍ରିକାନ୍ତ ବେହେରା, ନାରାୟଣ ବେହେରା, କୁଳମଣି ସାହୁ, ସୁକେଶ ସାହୁ, ସମେତ ଅନେକ ଭକ୍ତ ଯୋଗ ଦେଇଥିଲେ ।