ଦୁର୍ଘଟଣାରେ ଶ୍ରମିକ ମୃତ 

 ନିଳଗିରି:  ନିଳଗିରି ଅଞ୍ଚଳରୁ ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ରାସ୍ତା ଦୁର୍ଘଟଣାରେ ଜୀବନ ଜାଇଛି । ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ନିଳଗିରି ବ୍ଲକ୍ ଗରଡିହି ପଞ୍ଚାୟତ ବାଙ୍କିସାହି ଗ୍ରାମର ମହେଶ୍ୱର ମାଝୀର ଦାଦା ତଥା ସାମ୍ବାଦିକ ଅତୁଲ ସ ଅଜା ନାରାୟଣ ମାଝୀ ବାଙ୍ଗାଲୋରରେ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ, ଏକ ୟୁନିଟ୍ରୁ ଅନ୍ୟ ଏକ ୟୁନିଟ୍ ଯିବା ବେଳ, ଏକ ମୋଟରସାଇକେଲ ଧକା ଦେବାରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ଅଣାଯାଇଥିବା ବେଳେ, ଡାକ୍ତର ମୃତ ଘୋଷଣା କରିଥିଲେ ।