ନୂଆ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ 

 କେନ୍ଦ୍ରାପଡା : ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡ. ମଥୁରି ଚରଣ ନାୟକ, ପ୍ରାଧ୍ୟାପକ ସମାଜ ବିଜ୍ଞାନ ବିଭାଗଙ୍କୁ ତୁଳସୀ ମହିଳା କଲେଜର ନୂତନ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ଡ. ନାୟକ ୨୦୧୫ ମସିହାରେ ପଣ୍ଡିଚେରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ଲାଭ କରିଥିଲେ । ୭.୦୬.୨୦୧୬ ତାରିଖରେ ତୁଳସୀ ମହିଳା କଲେଜକୁ ବଦଳି ହୋଇ ଆସିଥିଲେ । କଲେଜରେ ର ଶିକ୍ଷାଗତ ଓ ଢାଂଚାଗତ ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତନ ଆଣିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।