ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
ବାରଙ୍ଗ : ବାରଙ୍ଗ ପଞ୍ଚାୟତ ସମିତି ସଭାଗୃହରେ ୧୦ ତମ ସାଧାରଣ ବୈଠକ ଅଧ୍ୟକ୍ଷା ସାବିତ୍ରୀ ଦଳାଇ ଇଂ ସଭାପତି ତ୍ୱ ରେ ଅନୁଷ୍ଠିତ ହୋଇଜାଇଛି ଏହି ବୈଠକ ମଣ୍ଡଳ ଉନୟନ ଅଧିକାରି ସ୍ୱାଗତ ଦାସଙ୍କ ତତ୍ୱାବଧାନରେ ସମିତିର ସମସ୍ତ ସରପଞ୍ଚ , ସମିତି ସଭ୍ୟ ଓ ସଭ୍ୟା ,ବ୍ଲକ ଅଧିନସ୍ଥ ସମସ୍ତ ସରକାରି କର୍ମଚାରି ମାନେ ଉପସ୍ଥିତ ରହି ସଭାରେ ଆଲୋଚନା କରିଥିଲେ ଏଥିରେମ୍ବଖ୍ୟତଃ ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ ସଂପର୍କ ରେ ଆଲୋଚନା ହୋଇଥିଲା ବିକଶିତଗାଁ ଓ ବିକଶିତଓଡ଼ିଶା ପ୍ରକଳ୍ପଗୁଡ଼ିକ ସର୍ବସମ୍ମତୀ କ୍ରମେ ଅଧ୍ୟକ୍ଷାଙ୍କ ତତ୍ୱା ବଧାନରେ କାମ ହବାପାଇଁ ସ୍ଥିରକୃତ,ହବାସହ, ବାରଙ୍ଗପ୍ରାଥମିକ ସ୍ୱାସ୍ଥ୍ୟକନ୍ଦ୍ର ରେ ୨୪ ଘଣ୍ଟା ରୋଗିସେବା ପାଇବେ ସେଥି ନିମନ୍ତେବାରଙ୍ଗ ଚଐଉକୁ ଉଐଉ କରିବା ପାଇଁ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ର ଳାୟ କଂଗୋଚର କୁନବା ,ବୁଲାଶଣ୍ଢ ମାନଙ୍କୁ ତ୍ରିଶୁଳିଆ ଠାରୁ ବାରଙ୍ଗ ଭିତରେ ରାସ୍ତା କଡରେ ବୁଲିବା ଦ୍ୱାରା ଦୁର୍ଘଟଣା ରୁ ରକ୍ଷା ପାଇଁ ତାଙ୍କୁ ଏଠାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବା, ରାସ୍ତା ମରାମତି , ବିଜୁଳି , ଉପରେ ଆଲୋଚନା କରା ଜାଇ ଥିଲା ଏହି ବୈଠକରେ ଉପସ୍ଥିତ ବାଙ୍କୀ ବିଧାୟକଦେବୀ ରଂଜନ ତ୍ରିପାଠୀ ନିଆଳି ବିଧାୟକ ପ୍ରତିନିଧି ଧୂରେନ୍ଦ୍ରକୁମାର ବାରିକ, ଜଗତସିଂହପୁର ସାଂସଦ ପ୍ରତିନିଧି ଦିଲିପି କୁମାର ପାତ୍ର ଜିଲ୍ଲା ପରିଷଦ ସଦସ୍ୟ ତୁଷାର କାନ୍ତ ଚକ୍ର ବର୍ତ୍ତି, ପ୍ରଦୀପ କୁମାର ଭୋଇ, କଟକସାଂ ସାଂସଦ ପ୍ରତିନିଧି ଭୁପତି ଭୁଷଣ ପାଣି,ସରପଞ୍ଚ ଦିଲିପି କୁମାର ବେହେରା, ସମିତି ସଭ୍ୟା କିଶନ କୁମାର ଜେନସ ପ୍ରମୁଖ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ