ପୋଖରୀରୁ ବୃଦ୍ଧଙ୍କ ଶବ ଉଦ୍ଧାର

 ସ୍ଥାନୀୟ ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ଅଚିହ୍ନା ବୃଦ୍ଧ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ଗୁରୁବାର ମଧ୍ୟାହ୍ନ ସମୟରେ ସେ ସ୍ନାନ କରୁଥିବା ବେଳେ ଭାସି ଯାଇ ମୃତୁ୍ୟ ବରଣ କରିଥିଲେ । ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ଅଗ୍ନିଶମ ବିଭାଗ ଦ୍ୱାରା ଶବଟିକୁ ଉଦ୍ଧାର କରି ସଦର ମୁଖ୍ୟ ଚିକିସôାଳୟକୁ ପଠାଇଥିଲେ । ସେଠାରେ ନାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।