ବଢୁଛି ବାରାହା ପ୍ରାର୍ଦୁଭାବ 

ବରୀ : ବରୀ ବ୍ଲକ ଗମୁ ପଞ୍ଚାୟତ ରେ କିଛିଦିନ ହେଲା ବଣୁଆ ଘୁଷୁରୀ (ବାରାହା)ଙ୍କ ପ୍ରାର୍ଦୁଭାବରେ ଜନସାଧାରଣ ଭୟଭୀତ  ଅବସ୍ଥାରେ ରହିଥିବା ବେଳେ, ସନ୍ଧ୍ୟାରେ ଘରୁ ବାହାରକୁ ଭୟକରୁଛନ୍ତି । ଏହି ବାରାହାମାନେ ଜମିବାଡ଼ି ଫସଲ ନଷ୍ଠ କରିବା ସହିତ ଲୋକମାନଙ୍କର ବହୁ କ୍ଷତି କରୁଛି । ସନ୍ଧ୍ୟା ହେଲେ ଲୋକମାନେ ରାସ୍ତା ରେ ଯାତାୟତ କରିବାକୁ ଭୟ କରୁଛନ୍ତି । ଏହି ବାରହାଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି କ୍ଷ ତୁରନ୍ତ ବନବିଭାଗ ଦୃଷ୍ଟିଦେଇ ଏ ସମାସ୍ୟର ସମାଧାନ କରିବାକୁ ସ୍ଥାନୀୟ ସରପଞ୍ଚ ଜଗଦୀଶ ଜେନା ଓ ଜନ ସାଧାରଣ ଦାବି କରିଛନ୍ତି ।