ବନ୍ଦେ ମାତରମ୍‌ ଗାନ ଦ୍ୱାରା ସଂସଦର କ’ଣ ଲାଭ ହେଲା ?

ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଇତିମଧ୍ୟରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ ତା’ର ୧୫୦ ବର୍ଷ ପୂରଣ କରିଛି। ସେଥିପାଇଁ ଗତ ନଭେମ୍ବର ୭ ତାରିଖ ଦିନ ସଂସଦରେ ଏହାର ଶତବାର୍ଷିକୀ ପାଳନ କରାଯାଇଛି ଏବଂ ବନ୍ଦେ ମାତରମ୍‌ ବିଷୟରେ ଆଲୋଚନା ହୋଇଛି। ଏହାଦ୍ୱାରା କେବଳ ରାଷ୍ଟ୍ରୀୟତାର ଶକ୍ତିକୁ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା ହୋଇଛି। ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁଦିନ ଏହାର ୧୫୦ ବର୍ଷ ପୂରଣ ହେଲା ସେଦିନ ଏହାକୁ ଗାନ କରିବାକୁ ସ୍ଥିର କରିଥିଲେ ଏବଂ ସରକାର ଏହି ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ସଂଗୀତ ହିସାବରେ ପୂର୍ଣ୍ଣ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ସ୍ୱାଧୀନତା ସଂଗ୍ରାମର ଗାନ ହିସାବରେ ବ୍ୟବହାର କରାଯାଇଥିଲା । ଏହାକୁ ଗାନ କରାଯାଇଥିଲା ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ପାଇଁ। ଶେଷକୁ ବ୍ରିଟିଶମାନେ ଏହାକୁ ନିଜଠାରୁ ଦୂରରେ ରଖିଥିଲେ। ଏହି ଧରଣର ବିତର୍କ ଗୋଟିଏ ବଡ଼ ଧରଣର ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ହେଉଛି ଏକ ଐତିହାସିକ ଘଟଣା ଏବଂ ଏହାର ଉତ୍ସବର ପାଳନ ବ୍ୟବହାର ଆବଶ୍ୟକ କରେ ସଂସଦ ଭିତରେ ଓ ବାହାରେ । ଯାହାହେଉ ଏ ସମ୍ପର୍କରେ ଯାହା ଘଟିଛି ତାହାକୁ ଆମେ ବଡ଼ ଧରଣର ଖରାପ ସ୍ୱାଦର ଆଚରଣ ପ୍ରଦର୍ଶନ କରିଛନ୍ତି । ଭାରତର ସମ୍ବିଧାନରେ ଲେଖା ହୋଇଛି, ‘ୱି ଆର ଦ ପିପୁଲ(ଆମେ ଭାରତର ଲୋକ)’ ଏହା ଭାରତର ଜନସାଧାରଣଙ୍କୁ ଗୋଟିଏ ହାସ୍ୟକର ଅବସ୍ଥାରେ ପକାଇଛି । ଏହି ବିତର୍କ ଏ ପର୍ଯ୍ୟନ୍ତ ଏହାର ସ୍ୱର ଓ ଧ୍ୱନିକୁ ନେଇଯାଇଛି ଯାହା ଏହା ଗୋଟିଏ ଉଦ୍ଦେଶ୍ୟ ନେଇ କରାଯାଇଛି। ଏ ସମ୍ପର୍କରେ ନୂଆ ପିଢ଼ିର ଲୋକମାନଙ୍କୁ କୁହାଯାଇଛି । କାରଣ ଏହି ସଂଗୀତର ଆନ୍ତର୍ଜାତିକ ଲୋକମାନଙ୍କର ସମ୍ପର୍କ ଅଲଗା ହୋଇଛି। 

   ସଂସଦରେ ଏହି ବିତର୍କ ହେବା ଦ୍ୱାରା ଏହି ଧରଣର ବିବାଦ ବନ୍ଦ ହୋଇଯାଇଛି କି ସେମାନଙ୍କର ବିଭିନ୍ନ ପ୍ରକାର ଆଚରଣରେ । ଏହାର ଉଦ୍ଦେଶ୍ୟ ହେଉଛି ଭାରତୀୟମାନଙ୍କୁ ଜାଗରୁକ କରିବା ଏବଂ ଭାରତର ନୂଆ ପିଢ଼ିର ଲୋକମାନଙ୍କୁ ଏ ସମ୍ପର୍କରେ କହିବା। ଏ ସମ୍ପର୍କରେ ଏହାକୁ ଠିକ୍‌ ଅବସରରେ ଗାନ କରେଇବା ନୂଆପିଢ଼ିର ଲୋକମାନଙ୍କ ପାଇଁ। ଏହାଛଡ଼ା ଏହି ଦିବସକୁ ପାଳନ କରିବାର ଅନ୍ୟ କାରଣ ରହିଛି । ଏହି ବିତର୍କ କ’ଣ ସଫଳ ହୋଇଛି ଦେଶ ମଧ୍ୟରେ ଅତି ଦୃଢ଼ ବିଶ୍ୱାସ ସୃଷ୍ଟି କରିବା ପାଇଁ । ଏହା ସମ୍ପର୍କରେ ଦାବି ହେଉଛି ଯେ, ଏହାର ମୂଳ ଲକ୍ଷ୍ୟ କ’ଣ ଏବଂ ବଡ଼ ଦାବି ହେଉଛି ଏହାଦ୍ୱାରା ଫଳ ହୋଇଛି କ’ଣ। ଏହା କ’ଣ ରାଷ୍ଟ୍ରକୁ ଏକତା କରୁଥିବା ସଂଗୀତ । ଏହାର ଉତ୍ତର ହେଉଛି ଏହା ଗୋଟିଏ ନାଁ । କୌଣସି ଉପରଲିଖିତ ଲକ୍ଷ୍ୟ ଏହାଦ୍ୱାରା ସାଧିତ ହୋଇନାହିଁ ବା ତାହା ପୂରଣ ହୋଇନାହିଁ । ଅପରପକ୍ଷରେ ଦେଖିବାକୁ ଗଲେ ଜଣେ ଲୋକ ବାଧ୍ୟ ହେଉଛି ଏହା ଭାବି ଯେ, ବାସ୍ତବରେ ଏହିସବୁ କଥା ସତ୍ୟ କି ? ଏହାମଧ୍ୟ ସତ୍ୟ ଯେ ଏହାର ଲକ୍ଷ୍ୟ ମଧ୍ୟ ଭଲ କି ? ଏହାଦ୍ୱାରା ରାଜନୈତିକ ଉଦ୍ଦେଶ୍ୟ ସାଧିତ ହେବ କି ? ଗତ ଦଶନ୍ଧିରେ ଏହା ଅତି ବିରଳ ଘଟଣା ହୋଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଗୋଟିଏ ବିତର୍କ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ । ଏ ସମ୍ପର୍କରେ ତାଙ୍କର କଥା ଥିଲା ଯାହାକି ବର୍ତ୍ତମାନ ପରିଷ୍କାର ଜଣାଯାଇଛି। ଏହାକୁ ଏ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହିସାବରେ ଘଟଣାକ୍ରମେ ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ଆମେ ରାଷ୍ଟ୍ରକୁ ଅଗ୍ରଗତି କରିବା ପାଇଁ ଚାହୁଁଛୁ ସେମାନଙ୍କୁ ମନେପକାଇଦେବା ପାଇଁ । ତାହା ବର୍ତ୍ତମାନ ଲେଖା ହୋଇଛି ବିଭିନ୍ନ ଧାଡ଼ିରେ ବନ୍ଦେ ମାତରମ୍‌। ଏହା ସେଠାରେ ଗୋଟିଏ ସୁଯୋଗର ସୃଷ୍ଟି କରିଛି । ଯେତେବେଳେ ଜଣେ ଏ ଘଟଣାରେ ଉପରକୁ ଉଠିବ ଏବଂ ଅତି ଦୃଢ଼ ଭାବରେ ଏଥିରେ କାମ କରିବ, ଏହାକୁ ଗୋଟିଏ ପ୍ରତିକାର ହିସାବରେ ବ୍ୟବହାର କରାଯାଇଥିଲା, ଯାହା ଗୋଟିଏ ରାଷ୍ଟ୍ରୀୟ ସଂଗୀତ ଭାବରେ ଗାନ କରାଯାଇଥିଲା । ଏହାକୁ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖିଥିଲେ। ଯାହାହେଉ ଲୋକମାନେ ଯେଉଁମାନେ ଏହାକୁ ଅନୁସନ୍ଧାନ କରୁଛନ୍ତି ଏବଂ ସ୍ୱାଧୀନତା ସଂଗ୍ରାମ ବେଳେ ଏହାର କ’ଣ ଭୂମିକା ଥିଲା ଏବଂ ସେତେବେଳେ ଏହାର ଆଇନଗତ ଯୁକ୍ତିଯୁକ୍ତ ସମ୍ପର୍କ କ’ଣ ଥିଲା ତାହା ଗୁରୁତ୍ୱପୂର୍ଣ୍ଣ କଥା ।

  ଯଦି ଏହା ହେଉଛି ଗୋଟିଏ ବଡ଼ ଉଦାହରଣ କେନ୍ଦ୍ର ସରକାରଙ୍କର ଏବଂ ଏହା ଯଦି ତାହା ହୋଇଛି ବୋଲି କୁହାଯାଏ ତା’ହେଲେ ଏବେ ତାହା ବର୍ତ୍ତମାନର ଲୋକଙ୍କ ପାଇଁ ଗୋଟିଏ ବଡ଼ କଥା ହୋଇ ରହିବ। ବିତର୍କର ଅର୍ଥ ହେଉଛି ବିଶ୍ୱସ୍ତ ଦେଶପ୍ରତି ହେବା ଦରକାର । ଏଥିପ୍ରତି କେବଳ ଆଗ୍ରହ ଅଧିକ ହେବା କଥା ନୁହେଁ, ଯାହାକି ଆଦର୍ଶଗତ ଦୃଷ୍ଟିକୋଣରୁ ଏବଂ ଏହାର ଗତିରୁ ଏବଂ ନିର୍ବାଚନ ଆବଶ୍ୟକତାରୁ ଏହା କ’ଣ ଦେଖାଯାଏ। ଏ ସମ୍ପର୍କରେ ଏତେ ବ୍ୟାପକ ରାଷ୍ଟ୍ରୀୟ ଗୁରୁତ୍ୱପୂର୍ଣ୍ଣ କଥାକୁ ରାଜନୀତିରୁ ବା ନିର୍ବାଚନ ସ୍ୱାର୍ଥରୁ ଅଲଗା ରଖାଯିବା ଉଚିତ । କିନ୍ତୁ ତାହା ହୋଇନାହିଁ । ଏହାର ସମ୍ପୂର୍ଣ୍ଣ ବିତର୍କଗୁଡ଼ିକ ବିବାଦରେ ଗ୍ରସ୍ତ ହୋଇପଡ଼ିଛି । ଏହାର ସର୍ବଶେଷରେ ଗୋଟିଏ ବିଶେଷ ପ୍ରଶ୍ନକୁ ଉଠାଉଛି। ଏହାକୁ କେବଳ ଉତ୍ସବ ପାଳନ କରିବା ପାଇଁ ୧୫୦ ବର୍ଷରେ କାର୍ଯ୍ୟ କରାଯାଇଥିଲା କି ନା ଏହା ସବୁଠାରୁ ଏହାର ଦ୍ୱିଗୁଣ ବର୍ଷରେ କରାଯିବା ଉଚିତ। ଏହି ବିତର୍କକୁ ଆଣିବା ଦ୍ୱାରା ଉଦ୍ଦେଶ୍ୟ କ’ଣ ସାଧିତ ହୋଇଛି ସେ କଥା କୁହାଯାଇପାରିବନାହିଁ। ଏହାର ଉଦ୍ଦେଶ୍ୟ ଏକମାତ୍ର ହେଉଛି ରାଜନୈତିକ । ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଏହା କରାଯାଇଛି ତଥା କଂଗ୍ରେସ ଦଳକୁ ଆକ୍ରମଣ କରିବା ପାଇଁ କୁହାଯାଇଛି। ବିଶେଷ କରି ନେହେରୁ ଗାନ୍ଧି ପରିବାରକୁ ଆକ୍ରମଣ କରାଯାଇଛି । ଏ ସମ୍ପର୍କରେ ନରେନ୍ଦ୍ର ମୋଦିଙ୍କର ଯେଉଁ ଆକ୍ରମଣ ହୋଇଛି ସେଥିରେ କୌଣସି ସୀମା ନାହିଁ । ଏହାଛଡ଼ା ଲୋକସଭାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧି ଓ ରାଜ୍ୟସଭାର ମଲ୍ଲିକାର୍ଜୁନ ଖଡ୍‌ଗେ ଦୁଇଜଣ ଯାକ ଦ୍ୱାରା ଏହି ଗାନର ବିରୋଧ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ନରେନ୍ଦ୍ର ମୋଦି ଗୋଟିଏ ସୁବର୍ଣ୍ଣ ସୁଯୋଗ ହରାଇଛନ୍ତି ଗୋଟିଏ ଅତି ସତର୍କତାର ସହିତ ଘଟିତ ଏହି ଘଟଣାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଏବଂ ନିଜର ସମାଲୋଚକମାନଙ୍କୁ ନିରବ କରିଦେବା ପାଇଁ । ଏହା ହେଉଛି ଗୋଟିଏ ସମୟ ଯେତେବେଳେ ସେ ରାଜନୀତିର ବାହାରକୁ ଉଠିଯାଇପାରିଥାନ୍ତେ ଏବଂ ଏହାର ସମ୍ପୂର୍ଣ୍ଣ ସଂସଦୀୟ ଉତ୍ତରକୁ ନେଇପାରିଥାନ୍ତେ । କିନ୍ତୁ ଏହା ହେଲାନାହିଁ । ବାହାରକୁ ଦେଖିବାକୁ ଗଲେ ଏହା ଥିଲା ଦେଶର ଆଂଶିକ ଘଟଣା । ଯେତେବେଳେ କି ଡିଜିଟାଲ ଲୋଭ ବହୁତ ବଡ଼ ଆନ୍ତର୍ଜାତିକ ସ୍ୱାର୍ଥକୁ ଅତିକ୍ରମ କରିଯାଇଛି।

   ଏହି ବିତର୍କର ଶେଷରେ ସଂସଦ ଏବଂ ରାଜନୀତି ହେବାକୁ ଆହୁରି ବଡ଼ ଆକାରରେ ଉଠିଛନ୍ତି। କିନ୍ତୁ ଦେଶ ଅନେକ କ୍ଷତିଗ୍ରସ୍ତ ହୋଇଛି । ଦେଶ ଏଥିରେ ବିଜୟୀ ହୋଇନାହିଁ ବରଂ ଏ ରାଷ୍ଟ୍ର ସେଥିରେ ଆଘାତପ୍ରାପ୍ତ ହୋଇଛି । ଏଠାରେ ଏହି ଆଲୋଚନାରେ କେହି ବିଜୟୀ ହୋଇନାହାନ୍ତି ଏବଂ ରାଷ୍ଟ୍ର ଏହାଦ୍ୱାରା କିଛି କ୍ଷତି ପାଇନାହିଁ । ଗୋଟିଏ ରାଜନୈତିକ ବିଜୟ ଏଠାରେ କାର୍ଯ୍ୟ କରିନାହିଁ। ଏହା ଘଟିଛି ଏତେବେଶୀ ଖର୍ଚ୍ଚ ହୋଇ । ଆଶା କରାଯାଏ ଯେ, ଏହାକୁ ବୁଝିବା ଦରକାର। ଏ ସମ୍ପର୍କରେ ଗୋଟିଏ ଦାୟିତ୍ୱହୀନ ରାଜନୀତି ସମ୍ପର୍କରେ କୁହାଯାଏ। ଏହାକୁ ସବୁକିଛି ଅଲଗା ବୋଲି କୁହାଯାଇଥାଏ। ଏହାକୁ ନିନ୍ଦା କରାଯିବା ଉଚିତ । ଏହା ଅନାବଶ୍ୟକ। ଏହାର ଏକମାତ୍ର ରଜତ ଧାରା ହେଉଛି ଯେଉଁଠି ଏଭଳି ବିତର୍କ ହୋଇଥିଲା ଏବଂ ଅନାବଶ୍ୟକ ଭାବରେ ହୋଇଥିଲା । କେତେକ ଐତିହାସିକ ବିଷୟ ଉପରେ ଏଠାରେ ଗୁରୁତ୍ୱ ଦିଆଯାଇଥିଲା । ଏ ସମ୍ପର୍କରେ ଲୋକଙ୍କର ମାନସିକତାକୁ ପୁଣିଥରେ ବଢ଼ାଯାଇଥିଲା । ଏ ସମ୍ପର୍କରେ ବାସ୍ତବତା ହେଉଛି ଏହାର ପ୍ରଥମ ଦୁଇଟି ପଂକ୍ତିର ଗୁରୁତ୍ୱ। ସେଥିରେ ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ଆହ୍ୱାନ କରାଯାଇଛି। ଯେଉଁ ବିଷୟରେ ଏଭଳି କଥା କୁହାଯାଇଛି, ଏହା ବିଭିନ୍ନ ଧରଣର ଘଟଣାକୁ ବିଭାଜକ କାଚରେ ଦେଖାଯିବା ଉଚିତ ନୁହେଁ। ଏ ସମ୍ପର୍କରେ କୌଣସି ସ୍ୱାଧୀନତା ସଂଗ୍ରାମକୁ ପଚରାଯିବା ଉଚିତ। ଏ ସମ୍ପର୍କରେ ଘଟଣା ହେଉଛି ଏହି ଯେ, ଏହାକୁ ଗୋଟିଏ ଠିକ୍‌ ଭାବରେ ବିତର୍କ ବୋଲି ପରିଣତ ନ କରି ଏହାକୁ ଏକ ସଂଗୀତର ବହୁରାଷ୍ଟ୍ରୀତାକୁ ଦେଖିବା ଉଚିତ। ଏହାକୁ ମଧ୍ୟ ସାମାଜିକ ପ୍ରସ୍ତାବ ସହିତ ରଖାଯିବା ଉଚିତ, ଯାହାକି କଂଗ୍ରେସ କାର୍ଯ୍ୟକାରୀ ସମିତି ଯେଉଁଟାକି କଲିକତାରେ ଗତ ଅକ୍ଟୋବର ୩୦, ୧୯୩୭ରେ ହୋଇଥିଲା ତାହାକୁ ଦେଖିବା ଉଚିତ। ଏହି ସଂଗୀତକୁ କ’ଣ କାରଣ ଥିଲା ବର୍ଣ୍ଣନା କରିବା ପାଇଁ। ଏ ସମ୍ପର୍କରେ କିଛି ଘଣ୍ଟା ଭିତରେ ଦେଖାଯିବା ଉଚିତ। ଏଥିପାଇଁ ଯେଉଁ ବାରମ୍ବାର ଚେଷ୍ଟା କରାଯାଉଛି ବିଜେପିର ଶୀର୍ଷ ନେତାଙ୍କ ଦ୍ୱାରା, ଯାହାକୁ ଇତିହାସରୁ ଅଲଗା କରିଦିଆଯାଇଥିଲା ଏବଂ ନିର୍ବାଚନ ଜାତୀୟତାକୁ ଗ୍ରହଣ କରାଯାଇଥିଲା । ଏହାକୁ ବଡ଼ ଧରଣର ବ୍ୟାପକ ରାଷ୍ଟ୍ରୀୟ ଦୃଷ୍ଟିରୁ ଦେଖିବା ଉଚିତ। ଆମେ କେବଳ ବିଭିନ୍ନ ସମୟରେ ଜଟିଳତା ତିଆରି କରୁ। କ୍ଷମତା ନିଜ ବାଟରେ କାମ କରେ। ଏ ସମ୍ପର୍କରେ କ୍ଷମତା ବିଭିନ୍ନ ସମୟରେ ତା’ର ନିଜ ରାସ୍ତା ଦେଖେ।


  ମୋଟ ଉପରେ ଦେଖିବାକୁ ଗଲେ ଏକଦା ସ୍ୱାଧୀନତା ସଂଗ୍ରାମରେ ବ୍ୟବହୃତ ହେଉଥିବା ଏହି ଧରଣର ଗୀତଟିକୁ ବର୍ତ୍ତମାନ ଦୁରୁପଯୋଗ କରାଯିବା ଉଚିତ ନୁହେଁ। ବନ୍ଦେ ମାତରମ୍‌ର ପ୍ରଥମ ଦୁଇଟି ପଂକ୍ତି ବର୍ତ୍ତମାନ ଗାନ କରାଯାଉଛି। ଆପତ୍ତି ଉଠୁଛି ବାକି ଥିବା ପଂକ୍ତିଗୁଡ଼ିକ ଉପରେ । ସେଥିରେ ଉଦାହରଣ ଦିଆଯାଉଛି ରାଷ୍ଟ୍ର ହେଉଛି ମା’। ଏହାର ସ୍ୱତନ୍ତ୍ର ରୂପ ଅଛି । ଯାହାକୁ ବ୍ୟବହାର କରାଯିବା ଉଚିତ ଏବଂ ତାକୁ ପୂଜା କରିବା ଉଚିତ । ଅନେକ ମୁସଲମାନ ସମ୍ପ୍ରଦାୟର ଲୋକ ହେଉଛନ୍ତି ସେହିମାନେ ଯେଉଁମାନେ ନିଜର ସମ୍ପ୍ରଦାୟକୁ ଗୋଟିଏ ରୂପରେ ଦେଖନ୍ତି ଯେ, ସେ ସମ୍ପର୍କରେ କୌଣସି ରୂପରେଖ ମିଳେନାହିଁ। ମୁସଲମାନମାନେ ସାଧାରଣତଃ ମୂର୍ତ୍ତି ପୂଜାରେ ବିଶ୍ୱାସ କରନ୍ତି ନାହିଁ। ଏହିସବୁ ଦୃଷ୍ଟିକୋଣରୁ ସେମାନେ ଭାରତ ମାତାଙ୍କୁ ନିଜର ମା’ ବୋଲି ଗ୍ରହଣ କରିବାକୁ ରାଜି ନୁହନ୍ତି । ଏହା ହେଉଛି ମୁଖ୍ୟ କାରଣ ଯେଉଁଥିପାଇଁ ସେମାନେ ବନ୍ଦେ ମାତରମ୍‌ ଗୀତର ବର୍ତ୍ତମାନ କେବଳ ବିରୋଧୀ ନୁହନ୍ତି ଅତୀତରେ ମଧ୍ୟ ବିରୋଧ କରି ଆସିଛନ୍ତି। କିନ୍ତୁ ରାଷ୍ଟ୍ର ହେଉଛି ସବୁଠାରୁ ବଡ଼ କଥା ଏବଂ ଏହି ରାଷ୍ଟ୍ରର ସାର୍ବଭୌମତ୍ୱ ନ ରହିଲେ ତଥା ଏ ରାଷ୍ଟ୍ର ସବୁବେଳେ ବଡ଼ ହୋଇ ନ ରହିଲେ ନିଶ୍ଚୟ ରାଷ୍ଟ୍ରର ପତନ ହେବ । ଏଣୁ ବନ୍ଦେ ମାତରମ୍‌ ଗାନ କରିବାରେ କୌଣସି ବାଧା ରହିବା ଉଚିତ ନୁହେଁ । କିନ୍ତୁ ଏହାକୁ ନେଇ କୌଣସି ବିତର୍କ ହେବାର ଆବଶ୍ୟକ ନାହିଁ।

e-mail:kharabelaswain@gmail.com 
ମୋବାଇଲ୍‌ -୯୪୩୭୦୨୦୨୯୦