ବନ୍ଦେ ମାତରମ୍ ବିତର୍କର ପ୍ରାସଙ୍ଗିକତା
ମହାମେଘବାହନ ଐର ଖାରବେଳ ସ୍ୱାଇଁ : କିଛି ବର୍ଷ ତଳେ ଜଣେ ବ୍ରିଟିଶ ଲେଖକ କହିଥିଲେ ଯେ, ତାଙ୍କ ଦେଶ ତୀକ୍ଷ୍ଣ ଭାବରେ ଦୁଇ ଭାଗରେ ବିଭକ୍ତ ଗୋଟିଏ ଭାଗରେ କେଉଁଠିକାର ଲୋକମାନେ ଏବଂ ଯେଉଁମାନେ ଯେକୌଣସି ଜାଗାର ଲୋକ ବୋଲି ଜଣାଯାଉଥାନ୍ତି ସେମାନଙ୍କ ମଧ୍ୟରେ । ଏହି ଧରଣର ସତର୍କମୂଳକ କଥା ଅନୁସାରେ ଏହି ଲୋକଙ୍କ ଭିତରେ ଯେଉଁମାନେ ଦେଖିଲେ ଯେ, ସେମାନେ ଭାରତ ବର୍ଷରେ ସୀମିତ ହୋଇ ରହନ୍ତି ଓ ସେମାନଙ୍କର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟତା ଅଛି ଏବଂ ଯେଉଁମାନେ ଆଧୁନିକତାର କଥାକୁ ଗ୍ରହଣ କରନ୍ତି ସେମାନେ ବହୁ ସଂସ୍କୃତିବାଦରେ ବିଭକ୍ତ ଏବଂ ସେମାନେ ରାଷ୍ଟ୍ରୀୟତାପରବାଦରେ ମଧ୍ୟ ସମ୍ପୃକ୍ତ । ସେମାନେ ଗତ ସପ୍ତାହରେ ସଂସଦର ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଯାହାକି ୧୫୦ ବର୍ଷର ବନ୍ଦେ ମାତରମ ଉପରେ ଆଲୋଚିତ ହେଉଛି । ଏହି ଦୁଇଟି ବଡ଼ ଆଶ୍ୱସ୍ତିକର ଯେତେବେଳେ କି ମୋଦି ସରକାର ଏହାକୁ ରାଷ୍ଟ୍ରୀୟତାବାଦର ବଡ଼ କଥା ବୋଲି କହୁଛନ୍ତି । ସେତେବେଳେ କୌଣସି ଉଦାହରଣ ନାହିଁ ଯେଉଁଥିପାଇଁ କି ମୂଲ୍ୟବାନ ସଂସଦୀୟ ସମୟ ଆବଶ୍ୟକ ହେବ ଏବଂ ତାହାକୁ ବଢ଼ାଇ ଦିଆଯାଇଛି କୌଣସି ଜଟିଳ ଉଦାହରଣ ଦେଇ ଯାହାକି ସମ୍ବିଧାନର ପ୍ରତ୍ୟକ୍ଷ ରାଷ୍ଟ୍ରୀୟ ସଂଗୀତ ଗାନ ଉପରେ ଉଦାହରଣ ଦେଇଛି । ଏହା ଉପରେ ଅସନ୍ତୋଷର କାରଣ ଦେଇ ଗୋଟିଏ ବଡ଼ ଧରଣର କଥାକୁ ଉଦାହରଣ ଦିଆଯାଉଛି ଦିଲ୍ଲୀରେ । ଏଥିରେ ବଡ଼ ଧରଣର ସରକାରୀ ପ୍ରତିଷ୍ଠାନମାନଙ୍କରେ ଗାନ କରାଯିବା ଯଥେଷ୍ଟ ଥିଲା ।
ଏହାକୁ ଗୋଟିଏ ଦୃଷ୍ଟିରୁ ଅତି ଅଦରକାରୀ ଭାବରେ କଂଗ୍ରେସର ସାଂସଦ ପ୍ରିୟଙ୍କା ଗାନ୍ଧି ହସ୍ତକ୍ଷେପ କରିଥିଲେ । ଏହି ବିତର୍କର ଦରକାର ଥିଲା ଯେତେବେଳେ କି ପ୍ରଧାନମନ୍ତ୍ରୀ ଯିଏକି ନିଜ ସରକାର ଉପରେ କିଛିଟା ଆସ୍ଥା ହରାଇଥିଲେ ଏବଂ ଏହି ଘଟଣାରେ ଧ୍ୟାନକୁ ହଟାଇବା ପାଇଁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଠାରୁ ହଟାଇବା ପାଇଁ ଏହାକୁ ଆଗକୁ ଆଣିଥିଲେ । ଅନ୍ୟ ସମସ୍ୟାମାନ ଭାରତ ବର୍ଷକୁ ସମ୍ମୁଖୀନ ହେଉଥିଲା ବେଳେ ଏହି ସମସ୍ୟାକୁ ବିତର୍କ ପାଇଁ ଅଣାଯାଇଥିଲା । ଅନ୍ୟ ସମସ୍ତ ଦୃଷ୍ଟିରୁ ଯେଉଁମାନେ ନେହେରୁବାଦୀ ମନସ୍ତତ୍ତ୍ୱର କାହାଣୀ କହନ୍ତି ସେମାନେ ଭାବିଥିଲେ ଯେ, ଏହି ଧରଣର ରାଷ୍ଟ୍ରୀୟ ସଂଗୀତର ଗୋଟିଏ ପ୍ରାଥମିକତା ଅଛି ଯାହା ଯେଉଁମାନେ ଭାରତକୁ ଆସିଛନ୍ତି ସେମାନଙ୍କର ଦୁଃଖକୁ ବୁଝାଉଛି । ଏହା ଫଳରେ ଭାରତର ବଡ଼ ଧରଣର ଏୟାରଲାଇନ୍ସର କଥାକୁ ମଧ୍ୟ ଏହା ଦୂର କରୁଛି । ଭାରତର ନୂଆ ଇତିହାସ ସମ୍ପର୍କରେ ଯେଉଁଗୁଡ଼ାକ ଲୋକଙ୍କୁ ଦିଆଯାଇଛି ଯାହାକି ଭାରତରେ ଯେବେଠାରୁ ବାମପନ୍ଥୀମାନେ ଶିକ୍ଷା ବ୍ୟବସ୍ଥାକୁ ୧୯୭୦ରୁ ନେଇଯାଇଛନ୍ତି ସେବେଠାରୁ ବନ୍ଦେ ମାତରମ୍ କୁହାଯାଏ ଯେ, ଏହା ହେଉଛି ସବୁଠାରୁ ବଡ଼ ଉତ୍ସାହମୂଳକ ମନ୍ତ୍ର ଯାହାକି ସ୍ୱାଧୀନତା ସଂଗ୍ରାମରେ ରହିଥିଲା । ଏହା ମଧ୍ୟ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କର ଅଧିକ ସମସ୍ୟାମୂଳକ ସଂଗୀତ ଥିଲା । ଏହାର ପୂରା ସଂଗୀତଟିରେ ମଧ୍ୟ ଭାରତର ବିଭିନ୍ନ ଅଞ୍ଚଳର ଦୃଶ୍ୟମାନ ବର୍ଣ୍ଣିତ ହୋଇଥିଲା । ଏହା ମୁସଲମାନମାନଙ୍କୁ ଗ୍ରହଣଯୋଗ୍ୟ ନଥିଲା ।
ତା’ଛଡ଼ା ଧର୍ମ ନିରପେକ୍ଷବାଦୀମାନଙ୍କୁ ମଧ୍ୟ ଗ୍ରହଣୀୟ ନଥିଲା । ଏହା ହେଉଛି ଏକ ଘଟଣା ଯେତେବେଳେ ଜବାହରଲାଲ ନେହେରୁ ଯାହାଙ୍କୁ ନିରଦ ଚୌଧୁରୀ କହନ୍ତି ଯେ, ଯିଏକି ସାଧାରଣତଃ ହିନ୍ଦୁ ବୋଲି ଗ୍ରହଣ କରାଯାଉଥିବା କଥାକୁ ଅଗ୍ରାହ୍ୟ କରିଛନ୍ତି ତାଙ୍କ ସମ୍ପର୍କରେ କହିଛନ୍ତି ଯଦିଓ ଏହା ଥିଲା ବହୁତଗୁଡ଼ିଏ ବିବାଦାସ୍ପଦ କଥା ଯେଉଁଟାକି ରାଷ୍ଟ୍ରକୁ ମା’ ଦୁର୍ଗା ବୋଲି ବର୍ଣ୍ଣିତ କରିଥିଲା । ଯାହାକି ୧୯୩୭ରେ ନିଜେ କଂଗ୍ରେସ ଦଳ ଗ୍ରହଣ କରିଥିଲା । ଏହାକୁ ଖଣ୍ଡିତ କରାଯାଇଥିଲା ରବୀନ୍ଦ୍ରନାଥ ଠାକୁରଙ୍କର ସଂଗୀତରୁ, ଯିଏକି ନିଜେ ଜଣେ ଧର୍ମ ନିରପେକ୍ଷବାଦୀ ଥିଲେ । ଯାହାଙ୍କୁ ରାଷ୍ଟ୍ରୀୟ ସଂଗୀତର ପୁରସ୍କାର ଦିଆଯାଇଥିଲା ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା, ଯେଉଁଥିରେ ଏହାର ଅଧ୍ୟକ୍ଷ ଏକ ରୁଲିଂ ଦେଇଥିଲେ ଜାନୁଆରୀ ୨୪, ୧୯୫୦ରେ । କଂଗ୍ରେସର ରୁଲିଂ ୧୯୫୦ରେ ଯାହା ଦିଆଯାଇଥିଲା ଯାହାକି ସମ୍ବିଧାନର ଡାଇରେକ୍ଟିଭ ପ୍ରିନ୍ସିପୁଲ୍ସ ଅଫ୍ ଷ୍ଟେଟ୍ ପଲିସିରେ ଗୋରକ୍ଷା ଓ ନିଶା ନିବାରଣ ଏବଂ ସମାନ ବିଚାର ସଂହିତାର କଥା କୁହାଯାଉଥିଲା । ସେତେବେଳେ ଏଥିରେ ଗୋଟିଏ ଆଶା ଥିଲା ଯେ, ଏହି ଘଟଣା ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥା ହେବ । କିନ୍ତୁ ତାହା ଘଟିନାହିଁ ଯାହାକି ଅନାବଶ୍ୟକ ଲୋକପ୍ରିୟତା ପତାକା ହଲାଉଥିବା ଘଟଣାରୁ ଜଣାପଡ଼ିବ । ଏହା ବଡ଼ ମଜାର କଥା ଯେ, ବିଜେପି ସବୁବେଳେ ଏ କ୍ଷେତ୍ରରେ ନେତୃତ୍ୱ ନେଇଛି । ବନ୍ଦେ ମାତରମ୍କୁ ଭାରତର ସମାନ୍ତରାଳ ରାଷ୍ଟ୍ରୀୟ ସଂଗୀତ ହିସାବରେ ଗ୍ରହଣ କରିବା ପାଇଁ । ଏହାକୁ ପ୍ରତିନିଧିମୂଳକ କଥା ହିସାବରେ ଗ୍ରହଣ କରାଯାଇଛି ଯଦିଓ ବିଜେପି ଏମ୍ପି ରାମ ନାୟକ ପ୍ରଥମ ୧୯୯୨ରେ ଏ ସମ୍ପର୍କରେ ପଦକ୍ଷେପ ନେଇଥିଲେ ବନ୍ଦେ ମାତରମ୍କୁ ସଂସଦୀୟ ଅଧିବେଶନର ଶେଷରେ ଗାନ କରିବା ପାଇଁ ।
ଏ ସମ୍ପର୍କରେ ଯେଉଁ ପରାମର୍ଶ ଦିଆଯାଇଥିଲା ଯାହାକି ତଦାନୀନ୍ତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହରାଓଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା । ଯେଉଁଥିରେ କି ସମାନ ପ୍ରକାର କଥା ଜନଗଣମନ ପରି ଏହା ପ୍ରତି ଲାଗୁ ହେବ ବୋଲି କୁହାଯାଇଥିଲା । ତାଙ୍କର ରାଜ୍ୟସଭା ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହା ଉଦାହରଣ ଦେଇଥିଲେ ଯେ, ଏଥିରେ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ରହିଛି । ସେ କଥାଟି ହେଲା ପ୍ରଥମତଃ ଅଂଶଗ୍ରହଣକାରୀ ରାଷ୍ଟ୍ରୀୟ ଅଭିଯାନ ସହ ଏହାକୁ ଯୋଡ଼ାଯାଇଛି । ବିଶେଷ କରି ଯେଉଁ ଶହୀଦମାନେ ଯେଉଁମାନଙ୍କୁ କି ଫାଶୀ ଦିଆଯାଇଥିଲା ଯିଏକି ବନ୍ଦେ ମାତରମ୍ ଗାନ କରୁଥିଲେ କିଛି ସମୟ ପାଇଁ । ସେତେବେଳେ ଗୋଟିଏ ପ୍ରଚେଷ୍ଟା ଚାଲିଥିଲା ଯେ, ଏହି ରାଷ୍ଟ୍ରୀୟ ସଂଗୀତର ଉଦାହରଣ ହେଉଛି ନେହେରୁ ପରିବାରର ମଝିରେ ଥିବା ଆଦର୍ଶ, ଯେଉଁଟାକି ବାମପନ୍ଥୀ ଆଦର୍ଶରୁ ଅଲଗା ବା ଏହା ବାମପନ୍ଥୀ ଅପେକ୍ଷା ଛୋଟ ଧରଣର କଥା । ନେତାଜୀ ସୁଭାଷ ଚନ୍ଦ୍ରଙ୍କର କଥାକୁ ଏହା ସହିତ ଗ୍ରହଣ କରାଯିବାରୁ ଏଥିରେ ସର୍ଦ୍ଦାର ପଟେଲ, ବିର୍ଶା ମୁଣ୍ଡା ଏବଂ ଲାଚିତ ବଡ଼ଫୋକନ ଏ କଥାକୁ ରଖିନଥିଲେ ରାଷ୍ଟ୍ରୀୟ ସଂଗୀତ ହିସାବରେ ଗ୍ରହଣ କରିବା ପାଇଁ । ଏହା ରାଷ୍ଟ୍ରୀୟ ସଂଗୀତର ଉଦାହରଣ ହିସାବରେ ଗ୍ରହଣ କରାଯାଇଥିଲା । ଏହା ଗୋଟିଏ ଘଟଣା ହିସାବରେ ଗ୍ରହଣ କରାଯାଇଥିଲା ଯାହାକି କଂଗ୍ରେସ ଦ୍ୱାରା ଏହାକୁ ଛଡ଼ାଯାଇନଥିଲା ରାଷ୍ଟ୍ରୀୟ ଅଂଶମାନଙ୍କରେ । ଯାହାକି କଂଗ୍ରେସ ଦଳ ଏହାକୁ ରାଷ୍ଟ୍ରୀୟ ସ୍ତରରେ ଛାଡ଼ିଥିଲା । ଏଥିରେ କଂଗ୍ରେସର ପରିବାରରୁ ବନ୍ଦେ ମାତରମ୍ ବିତର୍କଗୁଡ଼ିକ ଅବଜ୍ଞା କରାଯାଇଥିଲା ।
ଦ୍ୱିତୀୟତଃ ଦେଖିବାକୁ ଗଲେ ଏହି ଘଟଣାକୁ ଯେତେବେଳେ ସେନ୍ସର ବା କାଣ୍ଟଛାଟ କରାଯାଇଛି ବଙ୍କିମଚନ୍ଦ୍ରଙ୍କର ଆନନ୍ଦ ମଠରେ ଏହା ସମ୍ପୂର୍ଣ୍ଣ ଭାବରେ ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଛି । ଏହା ୧୯୩୭ରୁ ଅଲଗା ନୁହେଁ ଯେ, ବନ୍ଦେ ମାତରମ୍ ଗୋଟିଏ ସଂଗୀତ ହିସାବରେ ଥିଲା । ଯାହା ହେଉ ଜିନାଙ୍କର ଆପତ୍ତିକୁ ମୂର୍ତ୍ତିପୂଜା ସହିତ ଗ୍ରହଣ କରାଯିବାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ୧୯୩୯ରେ ବିଫଳ ହୋଇଥିଲା ମୁସଲିମ ବିଚ୍ଛିନ୍ନତାବାଦୀମାନଙ୍କର କଥାକୁ ଅଲଗା କରିବା ପାଇଁ । ୮ ବର୍ଷ ପରେ ପାକିସ୍ତାନ ଏକ ବାସ୍ତବ ରାଷ୍ଟ୍ରରେ ପରିଣତ ହୋଇଥିଲା । ବିଜେପିର ବଡ଼ ନେତାମାନେ ଏହିସବୁ ବିବାଦରୁ ଏହା ଶିକ୍ଷା କରିଛନ୍ତି ଯେ, ସଂଖ୍ୟାଲଘୁ ତୁଷ୍ଟୀକରଣ ମୁଖ୍ୟତଃ ଗୋଟିଏ ଅନ୍ୟ ରାଜ୍ୟର ଗଠନ ପାଇଁ ଦାବିକୁ ଦେଖାଉଥାଏ । ଏହା ରାଷ୍ଟ୍ରବାଦକୁ ନଷ୍ଟ କରିଥାଏ । ରାଷ୍ଟ୍ର ବିବାଦ ବନ୍ଦେ ମାତରମ୍ର ଯାହାକି ଭାରତକୁ ଏକ ଛୋଟିଆ କଥା ପରି ଦେଖାଯାଇପାରିବନାହିଁ । ଯଦିଓ ପୁରା ସଂଗୀତ ହେଉଛି ଗୋଟିଏ କବିତା ଏବଂ ଏ.ଆର.ରହମାନ ଏହାକୁ ଅତି ସୁନ୍ଦର ଭାବରେ ଗାନ କରିଛନ୍ତି । ଏହାକୁ ବାସ୍ତବ ସଂଗୀତ ପରି ଗ୍ରହଣ କରାଯିବା ଉଚିତ ନୁହେଁ । ବନ୍ଦେ ମାତରମ୍ ବିତର୍କ ହେଉଛି ଗୋଟିଏ ମାଇଲ ପଥର । ଏହି ସମୟରେ ଏହା ହେଉଛି ଏକ ସ୍ପଷ୍ଟ ସଂଗୀତ । ଯେଉଁଟାକି ଭାରତ ସରକାରଙ୍କର ବଡ଼ ବଡ଼ ମନ୍ତ୍ରୀମାନେ ଗାନ କରୁଛନ୍ତି ଯାହା ଦେଖାଉଛି ଯେ, ବିନା ସନ୍ଦେହରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏ ଧରଣର ବିବାଦ ଉପୁଜୁଛି ଯାହାକି ଶ୍ରୀ ଅରବିନ୍ଦ ଏହାକୁ ଗାନ କରିଥିଲେ ଏବଂ ରାଷ୍ଟ୍ରବାଦୀମାନଙ୍କର ଏହା ଧର୍ମ ବୋଲି କହିଥିଲବନ୍ଦେ ମାତରମ୍ ବିତର୍କର ପ୍ରାସଙ୍ଗିକତା । ଶେଷରେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅଲଗା କରାଯାଇଛି। ବନ୍ଦେ ମାତରମ୍ ଶେଷ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଗର୍ବର ପ୍ରତୀକ ହିସାବରେ ଗ୍ରହଣ କରାଯାଇଛି ଯେଉଁଟାକି ୧୫୦ ବର୍ଷ ତଳେ ଗ୍ରହଣ କରାଯାଇଥିଲା ।
ମୋବାଇଲ୍ -୯୪୩୭୦୨୦୨୯୦