ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରରେ ଏଏସଆଇ ଟିମ

ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରରେ ଏଏସଆଇ ଟିମ

କେନ୍ଦ୍ରପଡ଼ା : କେନ୍ଦ୍ରପଡ଼ା ଶ୍ରୀବଳଦେବ ଜୀଉଙ୍କ ମନ୍ଦିରରେ ଏଏସଆଇ ଟିମ । ବହୁ ପୁରାତନ ମନ୍ଦିର ହେବା କରଣରୁ ଏହାର ମରାମତି ଅତ୍ୟନ୍ତ ଆବଶ୍ୟକ । ମନ୍ଦିରର ଜଗମୋହନ ସହ ଭଣ୍ଡାର ଘର ଅନୁଧ୍ୟାନ କରାଯାଇଛି । ଖୁବଶୀଘ୍ର ମନ୍ଦିରର ମରାମତି ଏବଂ ନବୀକରଣ ହେବା ସହ ମନ୍ଦିରରେ ଲାଗିଥିବା ନୀଳଚକ୍ରକୁ ବଦଳା ଯିବ ବୋଲି ଏଏସଆଇ ଟିମ ସୂଚନା ଦେଇଛି ।