ବିଚାରପତି ପାଇଁ ୩ ବର୍ଷ ଓକିଲାତି ବାଧ୍ୟ

ବିଚାରପତି ପାଇଁ ୩ ବର୍ଷ ଓକିଲାତି ବାଧ୍ୟ

ବିଚାରପତି ହେବା ପାଇଁ ୩ ବର୍ଷର ଓକିଲାତି କରିବା ଆବଶ୍ୟକ । ବିଚାରପତି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ,ମଙ୍ଗଳବାର ସୁପ୍ରିମକୋର୍ଟ ନ୍ୟାୟପାଳିକାରେ ଯୋଗଦେବା କ୍ଷେତ୍ରରେ ଏଭଳି ରାୟ ଦେଇଛନ୍ତି । ସିଭିଲ ଜଜ୍ ନିଯୁକ୍ତ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି-ଆର ଗଭାଇ , ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନ ଓ  ଜଷ୍ଟିସ୍ ଏଜି ମାଶିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।