ବିଜେପିର ସାଙ୍ଗଠନିକ ବୈଠକ

 କୁଆଖିଆ: ରସୁଲପୁର ବ୍ଲକ ଗନ୍ଧଣ ପଞ୍ଚାୟତ ବିଜେପି ପକ୍ଷରୁ ନୂତନ ସଦସ୍ୟତା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ନେତା ତପନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠରେ ଆୟୋଜିତ ବୈଠକରେ ବିଜେପି ନେତା ପ୍ରବୀର କୁମାର ନାୟକ, ନଟବର ବଳ, ସନ୍ତୋଷ କୁମାର ମିଶ୍ର, ଶତ୍ରୁଘନ ସ୍ୱାଇଁ, ଶ୍ରୀକାନ୍ତ ସାହୁ, ପ୍ରକାଶ ମଲ୍ଲିକ, ବୃନ୍ଦାବନ ପଣ୍ଡା, ଅସୀମ ବିଶ୍ୱାଳ, ଅଶୋକ ସାହୁ, ବିଜୟ କୁମାର ପଣ୍ଡା, ସହଦେବ ମଲିକ୍, ଦିଲ୍ଲୀପ ବଳ, ଅନିରୁଦ୍ଧ ରାଉତ, ରସାନନ୍ଦ ମଲ୍ଲିକ, ସୁଷମା ସିଂ, ଦେବାଶିଷ ମହାନ୍ତି, ଶୁକଦେବ ମଲ୍ଲିକ, କୈଳାସ ବେହେରା, ଜିତେନ୍ଦ୍ର ପୃଷ୍ଟି, ପ୍ରଶାନ୍ତ ଖୁଣ୍ଟିଆ, ପ୍ରଦୀପ ସ୍ୱାଇଁ, ଦେବବ୍ରତ ଦାଶ ପ୍ରମୁଖ ଶତାଧକô କର୍ମୀ ଯୋଗଦେଇ ନୂତନ ସଦସ୍ୟତା ଗ୍ରହଣ କରିଥିଲେ ।