ବୃତ୍ତି ପରୀକ୍ଷାରେ ଆରାଧ୍ୟାଙ୍କ ସଫଳତା

 ବରୀ: ଚନ୍ଦନପୁର ପଞ୍ଚାୟତ ରାମପୁର ଗ୍ରାମର ଦକ୍ଷିଣ ଶୁକ୍ଳ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ପ୍ରଶାନ୍ତ ସାମଲ ଓ ରନôଗିରି ମଠସାହି ପ୍ରାଥମିକ ସ୍କୁଲ ଭାରପ୍ରାପ୍ତ ଶିକ୍ଷୟିତ୍ରୀ ଅଳକା ଛନ୍ଦା ଦାସଙ୍କ କନ୍ୟା ଆରାଧ୍ୟା ସାମଲ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଉତ୍ତିର୍ଣ୍ଣ ହେକ୍ଷଇଛନ୍ତି । ଆରାଧ୍ୟା ଶୁକ୍ଳଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ । ଆରାଧ୍ୟା ଏହି ସଫଳତା ପଛରେ ବାପା, ମା, ଜେଜେ ଅମରେଶ୍ୱର ସାମଲ ଓ ଜେଜେ ମା ବାସନ୍ତୀ ଲତା ସାମଲଙ୍କ ପ୍ରେରଣା ଥିବା ପ୍ରକାଶ କରିଛନ୍ତି । ଏଥିପାଇଁ ସ୍କୁଲ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ।