ବୃତ୍ତି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ନୂଆପଡା: କୋମନା ବ୍ଲକ ମେଣ୍ଢାଟାଲ ସରକାରୀ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ଭୂମିସୁତା ଶବର, ପଞ୍ଚମ ଶ୍ରେଣୀ ଛାତ୍ରୀ ଲପିତା ଶବର ଏବଂ ନିଖିଳ ଶବର ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାକୁ ନେଇ ବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି କରିଛି ।
୧୯୭୯ ବ୍ୟାଚର ବନ୍ଧୁମିଳନ