‘ଭଏସ୍ ଫର ଭଏସ୍ଲେସ୍’ ପକ୍ଷରୁ ବୃକ୍ଷରୋପଣ

 କଟକ  : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ  ଭଏସ୍ ଫର୍ ଭଏସ୍ଲେସ୍ ଓ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ଯୁବ ରେଡକ୍ରସ, ଏନ୍.ସି.ସି, ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମରେ ଜଗତପୁର ସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁନିତା ଷଡଙ୍ଗୀଙ୍କ ନେତୃତ୍ୱରେ  ଅନୁଷ୍ଠିତ ହୋଇଯାଇଛି । ଏହି  କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ  କରାଯାଇଥିଲା ।ଏହି  କାର୍ଯ୍ୟକ୍ରମରେ ଡକ୍ଟର ଅଟଳ ବିହାରୀ ବଳ, ଡକ୍ଟର ପ୍ରବିଣା ସାହୁ, ବିଶ୍ୱଜିତ ସାହୁ, ସମ୍ପାଦକ ଡକ୍ଟର ବିଭୁଦତ୍ତ ଖଣ୍ଡାୟତ ରାୟ, ଅବିନାଶ ନାୟକ, ଯମୁନା ସାହୁ, କବିତା ସ୍ୱାଇଁ, ସୁପ୍ରିୟା ସାହୁ, ସଂଙ୍ଘମିତ୍ରା ବେହେରା, ତୃପ୍ତିରେଖା ନାୟକ, ଶିଳ୍ପି ସାନିନ୍ଦା ଶତପଥୀ, ଶୁଭଶ୍ରୀ ଭଳ, ସୁରେଖା ବାରିକ, ଅନୁପମା ନାୟକ, ପ୍ରିୟଦର୍ଶିନୀ ଜେନା, ରାଜଲକ୍ଷ୍ମୀ ଦେବତା, ରାଜଶ୍ରୀ ସାହୁ, ଜୟଶ୍ରୀ ମଲ୍ଲିକ, ସୁମିତ୍ର ପାତ୍ର, ରଶ୍ମିତା ପ୍ରଧାନ, ବର୍ଷା ପି୍ରୟଦର୍ଶିନୀ ବାରିକ, ପ୍ରସନ୍ନଜିତ୍ ଧଳ, ନୃସିଂହ ଚରଣ ସ୍ୱାଇଁ, ସ୍ୱର୍ଣ୍ଣଲତା ମଲ୍ଲିକ, ଶୁଭଶ୍ରୀ ନାୟକ, ଆଶିଷ କୁମାର ନାୟକ, ରୁଦ୍ର ପ୍ରକାଶ ନାୟକ, ସନ୍ତୋଷ ମହାରଣା, ସୁମନ ସୋରାଜ ସେନାପତି, ଅଭିଷିକ୍ତା ସ୍ୱାଇଁ, ଅଙ୍କିତା ପ୍ରିୟଦର୍ଶିନୀ ଜେନା, ଜ୍ୟୋତିମୟୀ ବେହେରା, ଦେବିପ୍ରସାଦ ପରିଜା, ସୃତିରେଖା ରାଉତ ଓ ଝରଣା  ବାରିକ ପ୍ରମୁଖ ଯୋଗ ଦେଇଥିଲେ ।