ଭାଗବତ ପାରାୟଣ ଉଦ୍ୟାପିତ
ବୈତରଣୀ ରୋଡ଼,: କୋରେଇ ବ୍ଳକ ଅନ୍ତର୍ଗତ ବରୁଣ୍ଡେଇ ବ୍ରାହ୍ମଣ ଶାସନରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ଭାଗବତ ପାରାୟଣ ଓ ନାମଯଜ୍ଞ ଉଦଯାପିତ ହୋଇଯାଇଛ । ଉଦ୍ୟାପିତ ଉସôବରେ ହୋମଯଜ୍ଞ ସହ ପାରାୟଣ ପାଠ, ନାମଯଜ୍ଞ, ନାମ ସଂକୀର୍ତ୍ତନ ସହ ଭାଗବତ କଥାମୃତ ଉପରେ ବିଶିଷ୍ଟ ବ୍ୟକ୍ତି ନିଜର କଥାମୃତ ବ୍ୟକ୍ତ କରିଥିଲେ । ରଙ୍ଗାଧର ପତି, ଶରତ ଚନ୍ଦ୍ର ମିଶ୍ର, ରବିନାରାୟଣ ପତି, ବୃନ୍ଦାବନ ପତି, ବନମାଳୀ ପତି, ବିଷ୍ଣୁ ରଥ, ରମାକାନ୍ତ ପତି, ମନୋଜ କୁମାର ମିଶ୍ର, ବିଜୟ କୁମାର ପଣ୍ଡା, ପ୍ରିୟବ୍ରତ ପତି, ସୂର୍ଯ୍ୟମଣୀ ପତି, ଶଶିକାନ୍ତ ପଣ୍ଡା, ସୁଜିତ ରଜଂନ ପାଣିଗ୍ରାହୀ, ହରେକୃଷ୍ଣ ପତି, ଜଗବନ୍ଧୁ ପାଣିଗ୍ରରହୀ, ଅଜୁର୍ନ କୁମାର ନନ୍ଦ, ନିତ୍ୟାନନ୍ଦ ପତି, ରଶ୍ମୀରଂଜନ ପତି, ବିଶ୍ୱରଂଜନ ପତି, ସୋମନାଥ ପାଣିଗ୍ରାହୀ, ଦିନବନ୍ଧୁ ପତି, ନିରୋଦ କୁମାର ପତି, ସନ୍ତୋଷ କୁମାର ନନ୍ଦ, ବିଜୟ କୁମାର ପତି, ଚନ୍ଦ୍ରମଣୀ ପତି, ତପନ କୁମାର ପାଣିଗ୍ରାହୀ, ନୀଳମଣୀ ପତି ପ୍ରମୁଖ ଭାଗବତ ପାରାୟଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।