ଭିତରକନିକାରେ ମହାରାଷ୍ଟ୍ରର ୨୮ ରେଞ୍ଜର ବିଦ୍ୟାର୍ଥୀ
ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଦିନିକିଆ ଶିକ୍ଷା ଗସ୍ତରେ ଚନ୍ଦ୍ରପୁର ଫରେଷ୍ଟ ଏକାଡେମୀ, ମହାରାଷ୍ଟ୍ରରୁ ୨୮ ଜଣ ରେଞ୍ଜର ବିଦ୍ୟାର୍ଥୀ ଆସିଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଲୁଣା ଜଙ୍ଗଲ ବନୀକରଣ, କୁମ୍ଭୀର ହାଚେରି, ମିଉଜିଆମ୍, ଆକାଶ ପଥ (ସ୍କାଏ ୱାକ୍), ମେଟା ନର୍ସରୀ ଆଦି ବିଷୟରେ ଜ୍ଞାନ ଆହରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସ, ସହକାରୀ ବନ ସଂରକ୍ଷକଗଗନ ବିହାରୀ ମଲ୍ଲିକ, ଗବେଷକ ଶ୍ରୀ ପ୍ରସନ୍ନ କୁମାର ନାୟକ ଏବଂ ଶ୍ରୀ ନିରାକାର ବେହେରା ବିଦ୍ୟାର୍ଥୀ ମାନକୁ ଜାତୀୟ ଉଦ୍ୟାନ ସମ୍ବନ୍ଧିତ ତଥ୍ୟ ଏବଂ ଜ୍ଞାନ ପ୍ରଦାନ କରିଥିଲେ ।ଭିତରକନିକାରେ ମହାରାଷ୍ଟ୍ରର ୨୮ ରେଞ୍ଜର ବିଦ୍ୟାର୍ଥୀ
ାା ପ୍ରଭାନୁ୍ୟଜ୍ ।ା ରାଜନଗର, ୭ା୫: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଦିନିକିଆ ଶିକ୍ଷା ଗସ୍ତରେ ଚନ୍ଦ୍ରପୁର ଫରେଷ୍ଟ ଏକାଡେମୀ, ମହାରାଷ୍ଟ୍ରରୁ ୨୮ ଜଣ ରେଞ୍ଜର ବିଦ୍ୟାର୍ଥୀ ଆସିଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଲୁଣା ଜଙ୍ଗଲ ବନୀକରଣ, କୁମ୍ଭୀର ହାଚେରି, ମିଉଜିଆମ୍, ଆକାଶ ପଥ (ସ୍କାଏ ୱାକ୍), ମେଟା ନର୍ସରୀ ଆଦି ବିଷୟରେ ଜ୍ଞାନ ଆହରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସ, ସହକାରୀ ବନ ସଂରକ୍ଷକଗଗନ ବିହାରୀ ମଲ୍ଲିକ, ଗବେଷକ ଶ୍ରୀ ପ୍ରସନ୍ନ କୁମାର ନାୟକ ଏବଂ ଶ୍ରୀ ନିରାକାର ବେହେରା ବିଦ୍ୟାର୍ଥୀ ମାନକୁ ଜାତୀୟ ଉଦ୍ୟାନ ସମ୍ବନ୍ଧିତ ତଥ୍ୟ ଏବଂ ଜ୍ଞାନ ପ୍ରଦାନ କରିଥିଲେ ।