ଭିସାକୁ ନେଇ ଓରସିନିଙ୍କର ଭବିଷ୍ୟତ ବିପଦ

ମହାମେଘବାହନ ଐର ଖାରବେଳ ସ୍ୱାଇଁ : ପ୍ରଫେସର ଫ୍ରାନ୍‌ସିସ୍‌କା ଓରସିନିଙ୍କୁ ନେଇ ଗୋଟିଏ ନୂଆ ବିପଦ ଦେଖାଦେଇଛି । ପ୍ରଫେସର ଓରସିନି ହେଉଛନ୍ତି ଜଣେ ହିନ୍ଦୁ ବିଦୁଷୀ, ଯିଏକି ୟୁକେରେ ରହନ୍ତି । ସେ ସେଠାରେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି । ତାଙ୍କର ବିଭିନ୍ନ ପ୍ରକାର ବିବାଦକୁ ନେଇ ନାନା ସମସ୍ୟା ସୃଷ୍ଟି ହୋଇଛି । ଆରମ୍ଭରୁ କହିବାକୁ ଗଲେ ଏହା ଅତି ବୁଝାମଣାର ବିଷୟ ଯେ, ଓରସିନି ଘଟଣା ନିଶ୍ଚିତ ଭାବରେ ବର୍ତ୍ତମାନର ଘଟୁଥିବା ମତ ସମ୍ପର୍କରେ ଭାରତର ବିଦ୍ୱାନମାନଙ୍କ ସମ୍ପର୍କରେ ନାନା କଥା କହୁଛି । ଏହା ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟମାନଙ୍କର କଥା ସମ୍ପର୍କରେ କହିବ । ଏହା ଭାରତ ସମ୍ପର୍କରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥାମାନ କହିବ । ଯେତେବେଳେ ଆନୁମାନିକ ଭାବରେ ଏଠାରୁ ଚାଲିଯିବା ପାଇଁ ତାଙ୍କୁ କୁହାଯାଇଛି ଏବଂ ଯେତେବେଳେ ଏୟାରପୋର୍ଟମାନେ ସେ ସମ୍ପର୍କରେ ଗୋଟିଏ ତାଙ୍କର ଫଳ ସମ୍ପର୍କରେ କହନ୍ତି ତାହା ଦିଲ୍ଲୀର ଏୟାରପୋର୍ଟରେ ଆଶ୍ଚର୍ଯ୍ୟକର ଘଟଣା ଭାବରେ ଦେଖାଯାଇଛି । ସେଥିପାଇଁ ଅତି ଉତ୍ସାହୀ ଲୋକମାନେ ନାନା ପ୍ରକାରର କଥା କହୁଛନ୍ତି । ଏହା ଗୋଟିଏ ଅତି ଉତ୍ସାହଜନକ ଘଟଣାମାନଙ୍କର କଥା । ଏସବୁ କଥାଗୁଡ଼ିକ ସରକାରମାନେ ପର୍ଯ୍ୟଟକମାନଙ୍କୁ ଭିସା ଦେବା ସମ୍ପର୍କିତ ଘଟଣା । ଏହିଗୁଡ଼ିକ ଅଧିକ ଆକର୍ଷକ ଯେତେବେଳେ ଗୋଟିଏ ଯନ୍ତ୍ରଣାଦାୟକ ପଦକ୍ଷେପ, ଯେଉଁଗୁଡ଼ିକ ହେଉଛନ୍ତି ଏନ୍‌ଡିଏ ବିରୁଦ୍ଧରେ ଯାଉଛି । ଏନ୍‌ଡିଏ ସରକାର ଏ ସମ୍ପର୍କରେ ଦେଖୁଛନ୍ତି । କିନ୍ତୁ ଏକମାତ୍ର ବାସ୍ତବ ସମସ୍ୟା ହେଉଛି ଯେ, ଏହି ସ୍ୱାର୍ଥପର ଲୋକମାନେ ବର୍ତ୍ତମାନ ଯେଉଁ ତଦନ୍ତମାନ କରୁଛନ୍ତି ଯାହା ନିଜର ନାକକୁ ବିରୋଧୀମାନଙ୍କ ସମ୍ପର୍କରେ ଦେଖିବାକୁ ଯାଉଛି । ହିନ୍ଦୁ ରାଷ୍ଟ୍ରବାଦୀମାନେ ଏ ସମ୍ପର୍କରେ ବିଭିନ୍ନ ତଥ୍ୟ ଦେଉଛନ୍ତି । 

       ଓରସିନି କହୁଛନ୍ତି ଯେ, ଏହିଗୁଡ଼ିକ ସଠିକ୍‌ ତଥ୍ୟ ନୁହେଁ । କେବଳ ଏଗୁଡ଼ିକ ବୋଧହୁଏ ଅନେକ କଥା କହିବାକୁ ଦେଉଛି । ଏହା କହୁଛି ଯେ, କେତେଗୁଡ଼ିଏ ଘଟଣା ସମ୍ପର୍କରେ ଏହା ବର୍ଣ୍ଣନା କରିବାକୁ ଚାହୁଁଛି । କୁହାଯାଉଛି ଯେ, କେତେଗୁଡ଼ିଏ ସମୟ ଆସୁଛି ଯେତେବେଳେ କି ଅଧିକାଂଶ ଘଟଣାଗୁଡ଼ିକ ଘଟୁଛି ଏ ସମ୍ପର୍କରେ ସରକାର ମଧ୍ୟ ପଦକ୍ଷେପମାନ ନେବାକୁ ଚାହୁଁଛନ୍ତି । ଦେଖିବାକୁ ଗଲେ ବିଭିନ୍ନ ସଂଗଠନଗୁଡ଼ିକ ଏଥିପାଇଁ କାର୍ଯ୍ୟକ୍ରମ ଚଳାଉଛନ୍ତି । ଦେଖାଯାଉଛି ଯେ, ଓରସିନିଙ୍କ ସମ୍ପର୍କରେ ଯେଉଁ ମନ୍ତବ୍ୟମାନ ଦିଆଯାଉଛି ତାହା ଅନେକ ସମୟରେ ମିଥ୍ୟା ବୋଲି ପ୍ରମାଣିତ ହେଉଛି । ସେହି ସମୟରେ ବଡ଼ ଧରଣର ସବୁକିଛି ବିଷୟରେ ପଦକ୍ଷେପମାନ ନିଆଯାଉଛି । ନରେନ୍ଦ୍ର ମୋଦି ଏ ସମ୍ପର୍କରେ ମଧ୍ୟ ତାଙ୍କର ମତମାନ ଦେଉଛନ୍ତି । କୁହାଯାଉଛି ଏହିମାନଙ୍କ ବିରୁଦ୍ଧରେ ପଦକ୍ଷେପମାନ ନିଆଯାଉଛି ଯିଏ ସେମାନଙ୍କ ବିଶ୍ୱାସମାନଙ୍କୁ ଏ ସମ୍ପର୍କରେ ଦେବାରେ ଲାଗିଛନ୍ତି । ଏଥିପାଇଁ ଲୋକମାନଙ୍କର ମର୍ଯ୍ୟାଦା ନଷ୍ଟ ହେଉନାହିଁ । ତାହା ମଧ୍ୟ ନଷ୍ଟ ନ ହୋଇ ରହିଛି । ଅନ୍ୟ ସମସ୍ତ ହିନ୍ଦୁମାନଙ୍କ ପରି ଅନେକ କଥା ଲାଗି ରହିଛି । ଯେତେବେଳେ ସରକାର ଅନାବଶ୍ୟକ ଭାବରେ ଏ ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ହେଉଛି ସେମାନଙ୍କର ବିଭିନ୍ନ ପଦକ୍ଷେପର କଥା । ସରକାର ଏ ସମ୍ପର୍କରେ ତାଙ୍କର ଅନେକ ପ୍ରକାର ଆତ୍ମସମର୍ପଣର କଥା କହୁଛନ୍ତି । ଅନ୍ୟ ସବୁ କଥା ମଧ୍ୟ ଏ ସମ୍ପର୍କରେ କୁହାଯାଉଛି । 

       ସରକାରଙ୍କର ଏ ଧରଣର କଥାକୁ ଯାହା ଗୋଟିଏ ମର୍ଯ୍ୟାଦାର କଥା ବୋଲି କୁହାଯାଉଛି ସେଗୁଡ଼ିକ ପୋଲିସ ଅନେକ ସମୟରେ ନିଜର ଭାବନାତ୍ମକ ଦୃଷ୍ଟିକୋଣରୁ ଓରସିନିଙ୍କ ପରି ଲୋକମାନଙ୍କର ମର୍ଯ୍ୟାଦା ସମ୍ପର୍କରେ କହିବାରେ ଲାଗିଛନ୍ତି । ଏ ସମ୍ପର୍କରେ ଭାବନାପ୍ରବଣ କଥାକୁ ଆକ୍ଷେପ ବୋଲି ଗ୍ରହଣ କରାଯାଉଛି । ପୋଲିସ ମଧ୍ୟ ଏ ସମ୍ପର୍କରେ ବିଭିନ୍ନ ହିନ୍ଦୁ ସଂଗଠନମାନଙ୍କର କଥାକୁ ଗ୍ରହଣ କରୁଛନ୍ତି । ବିଶେଷ କରି ହିନ୍ଦୁ ସମ୍ପ୍ରଦାୟର ବିଭିନ୍ନ ଜାତି ଗୋଷ୍ଠୀ ପରି ଅନ୍ୟମାନେ ଏପରି କାର୍ଯ୍ୟ କରିବାରେ ଲାଗିଛନ୍ତି । ଓରସିନି ହିନ୍ଦୁ ସମ୍ପ୍ରଦାୟର କାର୍ଯ୍ୟକଳାପ ଉପରେ ନାନା ପ୍ରକାର ଆକ୍ଷେପ କରି ଆସିଛନ୍ତି । ଭାରତୀୟ ଭାଷା, ଭାରତୀୟ ପୁରାଣ ଓ ଭାରତୀୟ ଆଙ୍ଗୁଳିଗୁଡ଼ିକ ରାଜନୀତିର ଏକ ଅଂଶ ହିସାବରେ ନିଆଯାଉଛି । କୁହାଯାଉଛି ତାଙ୍କର କଥାଗୁଡ଼ିକ ନ୍ୟାୟପୂର୍ଣ୍ଣ ହୋଇପାରେ ମଧ୍ୟ । କିନ୍ତୁ ସେମାନଙ୍କର କଥାଗୁଡ଼ିକ ଏହି ଧରଣର ବିଦ୍ୱାନମାନଙ୍କ କଥାରେ ପଡ଼ିବ ନାହିଁ । ସେଗୁଡ଼ିକ କେବେହେଲେ ନିଶ୍ଚିତ ଭାବରେ ଶିକ୍ଷା ପଦ୍ଧତିରେ ଅଂଶଗ୍ରହଣ କରିବେ ନାହିଁ । ଭାରତର ଶିକ୍ଷାଗତ ଯୋଗ୍ୟତା ଏଥିପାଇଁ ବଡ଼ କିଛି ଆଶା କରେନାହିଁ । ଭାରତର ଶିକ୍ଷା ଏହାଠାରୁ ଆହୁରି ବଡ଼ ହୋଇପାରେ । ଯାହା ହେଉ ବିଦ୍ୱାନ ହେବା ଅନୁସାରେ ଅନେକ ନିଶ୍ଚିତ ଭାବରେ ବିଦ୍ୱାନମାନେ କାମ କରନ୍ତି । ଯାହା ହେଲେ ଏହାକୁ ଯୁକ୍ତିଯୁକ୍ତ କରାଗଲେ ମଧ୍ୟ ଏହାକୁ ଗୋଟିଏ ଯୁକ୍ତିର ଅଂଶ ବୋଲି ଧରାଯାଇପାରେ । ଓରସିନି ହେଉଛନ୍ତି ଜଣେ ବିଦ୍ୱେଷୀ । ଯାହାହେଉ ତାଙ୍କ ବିରୁଦ୍ଧରେ ଏ ସମ୍ପର୍କରେ ଯାହାକିଛି ଯାଉଥିଲେ ମଧ୍ୟ ତାଙ୍କର ଶିକ୍ଷାରେ ଅନେକ କଥା ରହୁଛି । ଯାହାହେଉ ସେ ଜଣେ ବିଦ୍ୱାନ ହୋଇଥିବା ହେତୁ ତାଙ୍କର ଯୁକ୍ତିକୁ ସମର୍ଥନ କରାଯାଇପାରେ । ଯାହାହେଉ ଏହା ଗୋଟିଏ ନୂଆ କଥା ହୋଇଥିଲେ ମଧ୍ୟ ଏହାର ଶିକ୍ଷାର ଗୋଟିଏ ମୂଲ୍ୟ ଅଛି । ବିଦ୍ୱାନମାନେ କେତେ ପରିମାଣରେ ନାନା ପ୍ରକାର କଥା କହିଥିଲେ ମଧ୍ୟ ସେମାନେ ଜାଣିବା ଉଚିତ ଯେ, ବିଦ୍ୱାନମାନଙ୍କର ଗୋଟିଏ ଅଂଶ ମଧ୍ୟ ଏଥିରେ କାମ କରିପାରେ । ଯାହାହେଉ ଏହି ସମସ୍ୟା ସମ୍ପର୍କରେ ବହୁତ କଥା ବିରୁଦ୍ଧରେ ଯାଉଥିଲେ ମଧ୍ୟ ବିଦ୍ୱାନମାନେ ନିଜ ଭିତରେ ଯୁକ୍ତିତର୍କ ଲାଗିଛନ୍ତି । ସେମାନେ ଖାଇବା ବିଷୟରେ ନାନା ପ୍ରକାର କଥା କହୁଛନ୍ତି । ଭିସାକୁ ନେଇ ବର୍ତ୍ତମାନ ନୂଆ କଥା ଉଠିଛି  । ଯେତେବେଳେ ଭାରତରେ ଏହିଭଳି ପ୍ରଶ୍ନମାନ ଉଠିବାରେ ଲାଗିଛି । କୁହାଯାଉଛି ଯେ, ଭାରତରେ ଏହି ଧରଣର କଥାକୁ ନେଇ ନାନା ପ୍ରକାର ସମସ୍ୟା ବର୍ତ୍ତମାନ ଉପୁଜିଛି । ଯାହା ହେଲେ ବି ଏହା ସହିତ ଲାଗିଲେ ଓରସିନିଙ୍କର ସମସ୍ୟା ଅଧିକରୁ ଅଧିକ ବଢୁଛି । ଓରସିନି ଏବଂ ହିନ୍ଦୁ ସଭ୍ୟତା ହେଉଛି ବଡ଼ କଥା ଯେଉଁଥିପାଇଁ ବିଦ୍ୱାନମାନେ ନିଜ ନିଜ ମଧ୍ୟରେ ନାନା କଥା ଲାଗୁଛନ୍ତି । କିନ୍ତୁ ବାସ୍ତବ ସତ୍ୟକୁ ଦେଖିବାକୁ ଗଲେ ଭିସାର ସମ୍ପୂର୍ଣ୍ଣ ଅଲଗା ଅର୍ଥ ବାହାରୁଛି । ବିଭିନ୍ନ ଦେଶର ସମସ୍ୟାକୁ ଦେଖିବାକୁ ଗଲେ ହିନ୍ଦୁ ଦେଶର ବିଭିନ୍ନ ପ୍ରକାର କର୍ତ୍ତବ୍ୟକୁ ଦେଖିବାକୁ ପଡ଼ିବ । ଦେଖିବାକୁ ଗଲେ ଏଥିରେ ବିଭିନ୍ନ ପ୍ରକାର କଥାକୁ ଅଂଶଗ୍ରହଣ କରାଯାଇଛି । ଏହାର ସାହିତ୍ୟ ଏବଂ ଗୈରିକ ଚିହ୍ନ ଯାହାକି ଗୋଟିଏ ଧର୍ମଯୁଦ୍ଧ କରିଛି ତାହା ଦର୍ଶାଇଛି ଯେ, ବିଭିନ୍ନ ଅଜଣା କଥାକୁ ଗୈରିକ ପରାମର୍ଶଦାତାମାନ ଘଟିବାରେ ଲାଗିଛି । ଏ ସମ୍ପର୍କରେ ଗୋଟିଏ ବିଷୟକୁ ନିଆଯାଇପାରେ ଯେଉଁଥିରେ କି ଯଦି ଏହାର ଅଂଶମାନ ନିଆଯାଏ ତା’ହେଲେ ଏଥିପାଇଁ ବିଭିନ୍ନ ବିଦ୍ୱାନମାନେ ଅନ୍ୟ ପ୍ରକାର କଥାକୁ ଗ୍ରହଣ କରିବେ । ଏଥିପାଇଁ କୁହାଯାଉଛି ଯେ, ଏହି ବିଷୟର ପୁରୁଣା ବିଷୟ ହେଉଛି ବିଦେଶୀମାନଙ୍କର ଘଟଣା ଏବଂ ଯାହା ଗୋଟିଏ କଥା ଅଟେ । 

       ଗତ ଗୋଟିଏ ଦଶନ୍ଧି ହେଲା ସବୁକିଛି କଡ଼ାକଡ଼ି ପଦକ୍ଷେପମାନ ଏନ୍‌ଡିଏ ସରକାର ନେବାରେ ଲାଗିଛନ୍ତି । ୨୦୧୪ଠାରୁ ଏହି ପଦକ୍ଷେପମାନ ନେବାରେ ସେମାନେ ଲାଗିଛନ୍ତି । ଏହି ଘଟଣାଗୁଡ଼ିକ ଗୋଟିଏ ସ୍ୱାଗତଯୋଗ୍ୟ ଯୁକ୍ତି ଅଟେ ଯାହାକୁ ଅଲଗା ପ୍ରକାର ଭାବରେ ବର୍ଣ୍ଣିତ କରାଯାଇଛି । ଏ ସମ୍ପର୍କରେ ସାମନ୍ତବାଦୀ ଓ ମାକ୍ସବାଦୀମାନେ ସେମାନଙ୍କର ଅବସ୍ଥାକୁ ଅଗଣତାନ୍ତ୍ରିକ ଭାବରେ ପରିବର୍ତ୍ତନ କରୁଛନ୍ତି । ଭାରତର ଇତିହାସକୁ ଏବଂ ସଭ୍ୟତାକୁ ସେମାନେ ଅନ୍ୟ ପ୍ରକାର ଭାବରେ ଲଗାଇଛନ୍ତି । ରାଷ୍ଟ୍ରୀୟ ବ୍ୟକ୍ତିତ୍ୱ ଏବଂ ଏ ଧରଣର ଘଟଣାଗୁଡ଼ିକ ଘଟିଛି ଯାହା ଫଳରେ ଯାହା ହେଉଛି ସମ୍ପୂର୍ଣ୍ଣ ଭାବରେ ସ୍ୱାଗତଯୋଗ୍ୟ ଏବଂ ସେଗୁଡ଼ିକ ରକ୍ଷା କରାଯିବା ଉଚିିତ । ଗୋଟିଏ ରାଷ୍ଟ୍ରର ସବୁବେଳେ ଦେଖାଯାଉଛି ଯେ, ଏଥିପାଇଁ ସ୍ୱାଗତଯୋଗ୍ୟ କଥାକୁ ଦେଖାଯାଉଛି । ଯାହାହେଉ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଓଜନ ଦିଆଯାଉଛି । ଯାହା ନିଶ୍ଚିତ ଭାବରେ ଲୋକମାନଙ୍କୁ ଇତିହାସ ସମ୍ପର୍କରେ ବିଭିନ୍ନ ସୂଚନା ଦେଉଛି । ସଭ୍ୟତା ସମ୍ପର୍କରେ ମଧ୍ୟ ଏହା ସୂଚନା ଦେଉଛି । ଏହା ସମ୍ପର୍କରେ ରାଷ୍ଟ୍ରୀୟତା ସବୁବେଳେ ଉଠୁଛି ଏବଂ ଏହା ସ୍ୱାଗତଯୋଗ୍ୟ ବିଷୟ । 

        ଯାହାହେଉ ଏପରିକି ଏ ସମ୍ପର୍କରେ ସଚେତନତା ସୃଷ୍ଟି ହେଉଛି, ଯାହାକି ଉଭୟ ସ୍ୱାଗତଯୋଗ୍ୟ ଏବଂ ଯାହାକୁ ମଧ୍ୟ ପୁନଃଗଣନା କରାଯିବା ଉଚିତ । ଏ ସମ୍ପର୍କରେ ଅନେକ ଚିନ୍ତା ଦେଖାଯାଉଛି । ଯାହା କୁହାଯାଉଛି କେତେକ କ୍ଷେତ୍ରରେ ଲୋକମାନେ ଆସୁଛନ୍ତି ଏବଂ ସେମାନଙ୍କ ନିକଟରେ ସ୍ୱାଗତଯୋଗ୍ୟ କଥା କୁହାଯାଉଛି । କିନ୍ତୁ ଏ ସମ୍ପର୍କରେ କୁହାଯାଉଛି ଯେ, ଉଭୟ ସ୍ୱାଗତଯୋଗ୍ୟ । ସମସ୍ତ ସମ୍ପର୍କରେ ପଦକ୍ଷେପ ନିଆଯାଉଛି । ଦୃଢ଼ତାର ସହ ଦେଖିବାକୁ ଗଲେ ସରକାର କେବଳ ଗୈରିକ ପରିସ୍ଥିତି କେବଳ ଗୋଟିଏ ଚିନ୍ତାଜନକ ବିଷୟ ନୁହେଁ । ଏଥିରେ ଅନେକ ପରିମାଣରେ ଅନେକ ବିଷୟ ରହିଛି ଯାହାକୁ ସୁବିଧାଜନକ କଥା ବୋଲି କୁହାଯାଏ । ତାଙ୍କର ଉଦାରବାଦୀ ବିଷୟରେ ବିଭିନ୍ନ ବିଭାଗମାନେ ଦେଖୁଛନ୍ତି ଗୋଟିଏ ପୂର୍ବର ବିଶ୍ୱସ୍ତରୀୟ ଘଟଣାକୁ ସେମାନେ ଦେଖିବେ । କାରଣ ସେଥିପାଇଁ ପଦ୍ମଶ୍ରୀ ଉପାଧିମାନ ମଧ୍ୟ ଏମାନଙ୍କୁ ଦିଆଯାଇଛି ଏବଂ ସେଥିପାଇଁ ସେମାନଙ୍କୁ ଗୋଟିଏ ଅଲଗା କାର୍ଯ୍ୟକ୍ରମ ଦିଆଯାଇଛି । ଯେତେବେଳେ ପଦ୍ମଶ୍ରୀ ଏମାନଙ୍କୁ ଦିଆଯାଇଛି ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାର ଦୃଷ୍ଟିଭଙ୍ଗୀମାନ ଦିଆଯାଇଛି ଓ ବିଭାଗମାନ ଦିଆଯାଇଛି ସେତେବେଳେ ଏ ସମ୍ପର୍କରେ ବିଶ୍ୱସ୍ତରର ପଦକ୍ଷେପମାନ ନିଆଯିବାର ଆବଶ୍ୟକ ହୋଇଛି । କଂଗ୍ରେସ ସରକାର ପରି ବିଭିନ୍ନ ପ୍ରକାର ଉଦାରମୂଳକ ପୁରସ୍କାର ଦେବା ପାଇଁ ପାଶ୍ଚାତ୍ୟ ଦେଶମାନେ ଏବଂ ଭାରତକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖୁଥିବା ଭାରତର ବିଦ୍ୱାନମାନେ ଏ ସମ୍ପର୍କରେ ପଦ୍ମ ଉପାଧି ପାଉଥିଲେ ମଧ୍ୟ ଏମାନେ ଏଥିରେ ବିଭିନ୍ନ ବିଷୟରେ ନିରୁତ୍ସାହ ଭାବ ଦେଖୁଥିଲେ ମଧ୍ୟ ବର୍ତ୍ତମାନର ସରକାର ସେମାନଙ୍କ ସହ ଅନେକ ସମୟରେ ସମ୍ପୂର୍ଣ୍ଣ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଦେଖୁଛନ୍ତି । ଏ ପର୍ଯ୍ୟନ୍ତ ବିଜ୍ଞାନକୁ ନିଜ ତରଫରୁ ଗ୍ରହଣ କରିବା ଓ ଟେକ୍ନୋଲୋଜିକୁ ଗ୍ରହଣ କରିବା ମୂଳ ଉଦ୍ଦେଶ୍ୟ ହୋଇନାହିଁ । ଶିଳ୍ପ ଏ ପର୍ଯ୍ୟନ୍ତ ଗୋଟିଏ ବଡ଼ ନୀତି ହୋଇ ରହିନାହିଁ ଯାହା ଫଳରେ କି ବୈଜ୍ଞାନିକମାନଙ୍କୁ ଆକର୍ଷିତ କରାଯାଇପାରିବ । ଟେକ୍ନୋଲୋଜି ଏବଂ ଶିଳ୍ପ କେବେହେଲେ ଗୋଟିଏ ଛୋଟ ବିଷୟ ହିସାବରେ ଗ୍ରହଣ କରାଯାଇପାରିବ ନାହିଁ । ଏଥିପାଇଁ ଏକ ଟେକ୍ନୋଲୋଜି ଗ୍ରହଣ କରାଯିବ । ଏଥିପାଇଁ ତାହା ଚେଷ୍ଟା କରାଯିବା ଉଚିତ ଏବଂ ମଣିଷର ଏଥିପ୍ରତି ବିରୋଧକୁ ଅଟକାଇ ଦିଆଯିବା ଉଚିତ ଏବଂ ସେଠାରେ ଗୋଟିଏ ବଡ଼ ଧରଣର ବିପଦ ଅଛି ଯେ ଏପରି ବିଷୟରେ ଲାଗିଲେ ଭବିଷ୍ୟତରେ ମଧ୍ୟ ଏହାକୁ ନେଇ ଆହୁରି ଗୋଳମାଳ ସୃଷ୍ଟି ହୋଇପାରେ ।

e-mail:kharabelaswain@gmail.com     
ମୋବାଇଲ୍‌ -୯୪୩୭୦୨୦୨୯୦