ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ ବୟାନ

ଭୁବନେଶ୍ୱର : ବିଜେଡି ବିଧାୟକ ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ। ବିଜେଡି କମିଟି ଓ ପିଏସ୍ସିରୁ ବାଦ୍ ପଡ଼ିବା ପରେ ବିଜେଡିକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୂପିନ୍ଦର । ସେ କହିଛନ୍ତି, ଏବେ IPL ଚାଲିଛି । ଭଲ ପ୍ଲେୟାର୍ଙ୍କୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ପ୍ଲେୟାର୍, ମୋ ପାଖରେ ସମର୍ଥନ ଅଛି । ଏବେ ମୋତେ କଂଗ୍ରେସରୁ ଅଫର୍ ଆସିଲାଣି । ୨୪ ନର୍ବାଚନରେ ଭାଜପା ଅଫର୍ ଦେଇଥିଲା, ଏବେବି ଦେଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସେ କହିଛନ୍ତି, କଳାହାଣ୍ଡିରେ କଂଗ୍ରେସକୁ ଆମେ ମଜବୁତ କରିଛୁ । କଂଗ୍ରେସ ଯାଉଛନ୍ତି କି ଏହାର ପ୍ରଶ୍ନରେ ସେ କହିଛନ୍ତି, ଭବିଷ୍ୟତକୁ କାହିଁକି ଯାଉଛି ।