ମଧ୍ୟବିତ୍ତଙ୍କୁ ସୁଲଭ ମୂଲ୍ୟରେ ଘର ଦେବେ ସରକାର

ମଧ୍ୟବିତ୍ତଙ୍କୁ ସୁଲଭ ମୂଲ୍ୟରେ ଘର ଦେବେ ସରକାର

 ସୁଲଭ ମୂଲ୍ୟରେ ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କୁ ଘର ମିଳିବ। ଭୁବନେଶ୍ୱର ସହରରେ ଘର ଯୋଗାଇଦେବେ ସରକାର। ଏମଆଇଜି, ଏଲଆଇଜି, ଏଲଆଇଜି-୧, ଏମଆଇଜି-୨ ଘର ଦେବେ ସରକାର। ୧୫ରୁ ୩୫ ଲକ୍ଷ ଟଙ୍କା ଭିତରେ ଘର ମିଳିବ। ପୂରଣ ହେବ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାରର ସ୍ୱପ୍ନ। ସରକାର ପିପିପି ମୋଡରେ ଘର ତିଆରି କରିବାକୁ ସ୍ଥିର କରିଛନ୍ତି।