ମୋ ବସ୍ ସ୍ପିଡ୍ ୪୦ରେ ସିମିତ ରହିବ

ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ମୋ ବସ୍ ଦୁର୍ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ସେ କହିଥିଲେ,ଚାଳକ ମଦ୍ୟପାନ କରୁଥିବାର ଆଶଙ୍କା କରି ଦିନକୁ ୩ ଥର ସେମାନଙ୍କ ଯାଚଂ କରାଯାଉଛି । ପୂର୍ବରୁ ଯେଉଁମାନେ ଦୁର୍ଘଟଣାରେ ଦାୟୀ ଥିଲେ ସେମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତେବେ ସମସ୍ତ ମୋ ବସ୍ ଗତି ୪୦ ସ୍ପିଡ୍ ରହିବ ।