ରବିନ୍ଦ୍ର୍ର ଚନ୍ଦ୍ରଙ୍କ ବିୟୋଗରେ ଶୋକ

 ସାଲେପୁର : ସାଲେପୁର ଅର୍ନ୍ତଗତ ଓଡସିଂହ ଗ୍ରାମ ବ୍ରାହ୍ମଣ ଶାସନର ରବିନ୍ଦ୍ର ଚନ୍ଦ୍ର ଶତପଥୀଙ୍କ ୩୧.୭.୨୦୨୫ ତାରିଖରେ ମୃତୁ୍ୟ ହୋଇଛି । ତାଙ୍କ ଏକାଦଶାହରେ ଅନେକ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । ଦୀର୍ଘ ୨୦ ବର୍ଷ ଧରି ସେ ସେନା ରହି ଦେଶ ପାଇଁ କାର୍ଯ୍ୟ କରିଥିଲେ । ଅବସର ପରେ ଅନେକ ସଂସ୍ଥାରେ ରହି ସଫଳ ଭାବେ କାର୍ଯ୍ୟ ସମ୍ପାଦନ କରିବା ସହ ସଫଳ ଚାଷୀ ମଧ୍ୟ ଥିଲେ ।