ରିଲାଏନ୍ସ ଷ୍ଟ୍ରକଚରାଲ୍ସ ପକ୍ଷରୁ ରକ୍ତଦାନ ଶିବିର

 କଳିଙ୍ଗନଗର : ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପରିସରରେ ରିଲାଏନ୍ସ ଷ୍ଟ୍ରକଚରାଲ୍ସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ୧୧୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଡ. ବିକାଶ ସିଂହଙ୍କ ପରିଚାଳନା ଓ ଜରୁରୀକାଳୀନ ଚିକିତ୍ସା ସମ୍ପର୍କୀୟ ନିଦେ୍ର୍ଦଶନା ଅନୁସାରେ ଅନୁଷ୍ଠିତ ଶିବିର ଉଦ୍ଘାଟନ କାର୍ଯ୍ୟକ୍ରମରେ ନୀଳାଚଳ ଇସ୍ପାତ ମୁଖ୍ୟ ଭିନିତ ତ୍ରିପାଠୀ, ରାଜ ଏଚ୍ଜେ, ମୁଖ୍ୟ ଇଉଏଣ୍ଡ ପିଏସ ବିନୟ କୁମାର, ପ୍ରସନ୍ନ ଚୌଧୁରୀ, ନାରାୟଣ ପ୍ରସାଦ ମିଶ୍ର, ମୁରଲି ମନୋହର ଠାକୁର, ପ୍ରମୋଦ କିଶୋର ଦେ ଏବଂ ଶ୍ରୀଯୁକ୍ତ ସଞ୍ଜୟ ରାଉତ ଉପସ୍ଥିତ ଥିଲେ । ଯାଜପୁର ରେଡ୍କ୍ରସ୍ ସୋସାଇଟି ଓ ଅକୁ୍ୟପେସନାଲ୍ ହେଲପ ସର୍ଭିସ ଗୁରୁତତ୍ୱପୂର୍ଣ୍ଣ ସହଯୋଗ କରିଥିଲେ । ରିଲାଏନ୍ସ ଷ୍ଟ୍ରକଚରାଲ୍ସ ଆୟୋଜିତ ରକ୍ତଦାନ ଅଭିଯାନରେ ହେମନ୍ତ ଦାସ, ମ୍ୟାନେଜିଂ ଡିରେକ୍ଟର, ରିଲାଏନ୍ସ ଷ୍ଟ୍ରକଚରାଲ୍ସ ଅଞ୍ଜନ ଆଚାର୍ଯ୍ୟ, ସ୍ୱାଗତ ଖୁଂଟିଆ, ଅକ୍ଷୟ ବେହେରା, ହେମନ୍ତ ବାରିକ, ସନ୍ତୋଷ ବାରିକ୍, କୃଷ୍ଣ ଚନ୍ଦ୍ର ସାହୁ, ଲକୀରମଣ ମହନ୍ତ, ଅଭିଜିତ ପଣ୍ଡା ଏବଂ ଅଭିନବ ମହନ୍ତ, ଅଭିଷେକ ମହାନ୍ତି, ଅମନ ସିଂହ, ଜୀବନ ପଣ୍ଡା, ହିମାଂଶୁ ଶେଖର ପଲାଇ, ବ୍ରଜ କିଶୋର ତିୱାରୀ, ପ୍ରଜ୍ଞାଳନ ମୁଦୁଳି, ସନ୍ତୋଷ ଓଝା, ଆଶୀଷ ରଞ୍ଜନ ମିଶ୍ର ପ୍ରମୁଖ ରକ୍ତଦାନ ଅଭିଯାନ ସଫଳ କରିଥିଲେ ।