ଶ୍ରୀକାନ୍ତ ସମବାୟ ନିର୍ବାଚନ କମିଶନର
ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ରାଜ୍ୟ ସମବାୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୩ ବ୍ୟାଚ ଆଇଏଏସ ଶ୍ରୀ ପୃଷ୍ଟି ୨୦୨୪ରେ ଅବସର ନେଇଥିଲେ । ମାସେରୁ ଉଦ୍ଧ୍ୱର୍ ସମୟ ଧରି ସମବାୟ ନିର୍ବାଚନ କମିଶନର ପଦବୀ ଖାଲି ରହିଥିଲା ।