ସନ୍ଧ୍ୟାରାଣୀଙ୍କ ପାଇଁ ଏକାଠି ହେଲେ ବରୁଣ୍ଡେଇ ପଞ୍ଚାୟତ କର୍ମୀ-କାର୍ଯ୍ୟକର୍ତ୍ତା
ବୈତରଣୀ ରୋଡ଼: ବିଜେଡ଼ି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ନିର୍ବାଚନରେ ବିଜୟୀ କରାଇବା ପାଇଁ କୋରେଇ ବ୍ଲକ ବରୁଣ୍ଡାଇ ପଞ୍ଚାୟତ କର୍ମୀ ଏବଂ କାର୍ଯ୍ୟକର୍ତା ଏକାଠି ହୋଇଛନ୍ତି । ଶୁକ୍ରବାର ପ୍ରାର୍ଥୀନୀ ସନ୍ଧ୍ୟାରାଣୀଙ୍କ ନିମନ୍ତେ ଆୟୋଜିତ ସମ୍ବର୍ଦ୍ଧନା ସଭା ଓ କର୍ମୀ ସମ୍ମିଳନୀରେ ସମସ୍ତେ ଏକାଠି ହୋଇ ନିର୍ବାଚନରେ କୋରେଇର ବିକାଶ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଅନୁରୋଧ କରାଯାଇଥିଲା । ବ୍ଲକ ସଭାପତି ଭକ୍ତବସôଳ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାର୍ଥୀନୀ ସନ୍ଧ୍ୟାରାଣୀଙ୍କ ସହ ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭାଜେନା, ବ୍ଲକ ଅଧ୍ୟାକ୍ଷା ଜୟନ୍ତୀ ଦଳାଇ, ୨ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ଉମାକାନ୍ତ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭୀକାରି ବରାଳ, ଉଦୟନାଥ ଖଣ୍ଡାଇ,ଯୁବ ସଭାପତି ସୌଭାଗ୍ୟ କୁମାର ମହାନ୍ତି, ତାରକେଶ୍ୱର ମହାନ୍ତି, କନ୍ତୋର ସମିତିସଭ୍ୟା ପ୍ରିୟଙ୍କା ବରାଳ, ବ୍ଲକ ସଭାନେତ୍ରୀ ପଙ୍କଜିନି ସାହୁ, ଅଥୟ କୁମାର ମହାନ୍ତି, ବିଶ୍ୱତୋଷ ସିହ୍ନା, ଯୁବନେତା ଆଲେକଜାଣ୍ଡାର ଦାସ, ବରୁଣ୍ଡେଇ ପର୍ଯ୍ୟବେକ୍ଷକ ରାଜେନ୍ଦ୍ର କୁମାର ରାଉତ, ସମିତିସଭ୍ୟ ରଶ୍ମୀରଂଜନ ପରିଡ଼ା, ଦେବେନ୍ଦ୍ର ମଲିକ, ନାରୀନେତ୍ରୀ ସସ୍ମୀତା ପରିଡା, ରୁନୁ ଭୂୟାଁ, ପୂଣ୍ଣିମା ନାୟକ, ଲଷ୍ମୀପ୍ରିୟା ମଲିକ ପ୍ରମୁଖ ଯୋଗଦେଇ ସନ୍ଧ୍ୟାରାଣୀ ଦାସଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ପରେ କଂଗ୍ରେସ ଓ ବିଜେପି ଦଳ ଛାଡ଼ି ବହୁ କର୍ମୀ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ପଞ୍ଚାୟତ ସଭାପତି ଜିତେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରଶ୍ମୀକାନ୍ତ ମହାନ୍ତି, ସୁଶାନ୍ତ କୁମରେ ବିଶ୍ୱାଳ, ନବୀନ ଗୁପ୍ତା, ଦୁର୍ଯେ୍ୟାଧନ ପାଢୀ, ଶରତ ନାୟକ, ପବିତ୍ର ସାହୁ, ଗିରିଜାଶଙ୍କର ପତି, ଦେବୀଦତ ପରିଡା, ଧୃର୍ବ ନାୟକ, ନାରାୟଣ ସାହୁ, ବାଇଧର ସାହୁ, ହେମନ୍ତ ନାୟକ, ସାନ୍ତୁନ ସାହୁ, ନରେନ୍ଦ୍ର ଜେନା, ପ୍ରଫୁଲ ଜେନା, ଗୋପାଳ ସାହୁ, ସେକ୍ ନୁରି, ସେକ୍ ଲାଲା, ଭାଗôରଥୀ ଦାସ, ସେକ୍ ମୁକ୍ତାର, ସେକ୍ ବାସୁ, ଦିପକ କୁମାର ସାହୁ, ସୁଦାମ ସାହୁ, ଜଗନାଥ ଜେନା, ଜଗା ମଲିକ, ଗଣେଷ ମଲିକ ପ୍ରମୁଖ ସହଯୋଗ କରିଥିଲେ ।