ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି

 ନବରଙ୍ଗପୁର : ତିର୍ତ୍ତୋଲ ପଞ୍ଚାୟତ ତେନ୍ତୁଳିପଦା ଗ୍ରାମର କଂଗ୍ରେସ ନେତା ପ୍ରଦୀପ୍ତ ପରିଜାଙ୍କ ଦେହାନ୍ତ ପରେ ତାଙ୍କ ଦ୍ୱାଦଶାହ ଦିବସରେ  ବିଜୟ ନାୟକ, ପୂର୍ବତନ ସରପଞ୍ଚଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଇଂ. ହିମାଂଶୁ ଭୂଷଣ ମଲ୍ଲିକ, ଦେବ ପ୍ରସାଦ ନାୟକ, ପ୍ରତିମା ମଲ୍ଲିକ, ସରପଞ୍ଚ ସରୋଜିନୀ ପରିଜା, ସରପଞ୍ଚ ସଫି ଆଜମ, ରାଜେଶ ସାହାଣୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ପୂର୍ବତନ କୃଷ୍ଣନନ୍ଦପୁର ସରପଞ୍ଚ ଅବଦୁଲ ୱାହୀଦ, ସୋଫିଆନ, ପ୍ରଶାନ୍ତ ଲେଙ୍କା, ଧ୍ରୁବ ଚରଣ ପରିଡା, ପୀତବାସ ଗୋଛାୟତ, ପ୍ରଗତି ପରିଜା, ବିଶ୍ୱରଂଜନ ପରିଜା, ପ୍ରତୁ୍ୟଷ ପରିଜା, ଜୟନ୍ତ ପରିଜା, ସୁରେନ୍ଦ୍ର ମହାପାତ୍ର, ଭବେଶ ଚୌଧୁରୀ, ଆଡ଼ଭୋକେଟ ବିଷ୍ଣୁ ଚରଣ ମାଝୀ, ନାରାୟଣ ମହାନ୍ତି ଶ୍ରଦ୍ଧା ସୁମନ ଜ୍ଞାପନ କରିବା ସହ ତାଙ୍କ ଝିଅ ପ୍ରାଚୀକୁ ସମବେଦନା ଜଣାଇଥିଲେ ।