ସହର ଓ ଗ୍ରାମାଞ୍ଚଳରେ ସ୍ୱଚ୍ଛତାକୁ ନେଇ ବିଭିନ୍ନ ଯୋଜନାକୁ ସମ୍ବନ୍ଧରେ ବୌଠକ

ଭୁବନେଶ୍ୱର : ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ ସହର ଓ ଗ୍ରାମାଞ୍ଚଳରେ ହେଉଥିବା ଓ ହବାକୁ ଥିବା ବିଭିନ୍ନ ଯୋଜନା ପ୍ରଣୟନ ସହ ସ୍ୱଚ୍ଛତା ଦିଗରେ ବ୍ରହ୍ମପୁର ମହାନଗର ନିଗମ ଆନୁକୁଲ୍ୟରେ ଦିନିକିଆ କର୍ମଶାଳା ନିଗମ କମିସନର ପ୍ରଥମେଶ ଅରବିନ୍ଦ ରାଜ ଶିକ୍ରେ ପରିଚାଳନା କରିଥିଲେ  । ଏଥିରେ ବ୍ରହ୍ମପୁର ମହାନଗରର ମେୟର, ଡେପୁଟି ମେୟର ସମେତ ଗଂଜାମ ଜିଲ୍ଲାର ହିଞ୍ଜିଳି ମୁ୍ୟନିସିପାଲଟି, ୧୬ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ, ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ପ୍ରତିନିଧି ଭାଗ ନେଇଥିଲେ  ।