ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ମଦ୍ୟପ ସ୍ୱାମୀ
ପାଟଣାଗଡ : ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ । ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ଦେଖିବାକୁ ମିଳିଛି ବିଭତ୍ସ ହତ୍ୟାକାଣ୍ଡ । କଟାପାଲି ଗାଁରେ ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଇଛି ମଦ୍ୟପ ସ୍ୱାମୀ । ମୃତକ ଜଣଙ୍କ ହେଲେ । ଏ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ବେଲପଡା ଥାନା ପୁଲିସ ପହଞ୍ଚି ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତ ସ୍ୱାମୀ ପିଣ୍ଟୁ ପରୁଆକୁ ଥାନାରେ ଅଟକ ରଖି ପଚରାଉଚରା କରୁଛ ପୁଲିସ ।