୩୩ ଦଳ ଚଢ଼େଇ ଗଣନା କଲେ
ରାଜନଗର : ରାଜନଗର ବନଖଣ୍ଡରେ ଭିତରକନିକାର ଅନ୍ୟତମ ବୈ÷ଭବ ମ୍ୟାନଗ୍ରୁଭ ପିଟା(ନବରଙ୍ଗୀ ଚଢେଇ) ଗଣନା ଶେଷ ହୋଇଛି । ବନଖଣ୍ଡର ୫ଟିରେ ଏହି ସୁନ୍ଦର ପକ୍ଷୀର ଗଣନା ପାଇଁ ୩୩ଟି ଦଳ ଗଣନା କରିଥିଲେ ।
ବନଖଣ୍ଡ ଅଧିକାରୀ ସୁଦର୍ଶନଗୋପୀନାଥ ଯାଦବଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଫରେଷ୍ଟର, ଫରେଷ୍ଟଗାର୍ଡ ଓ ବନକର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ବନଖଣ୍ଡର ରାଜନଗର, କନିକା, ଗହୀରମଥା, ମହାକାଳପଡା ଓ କୁଜଙ୍ଗ ରେରେ ୭୫ଜଣ ସାମିଲ ହୋଇ ଗଣନା କରିଥିଲେ ।
କନିକା ରେରେ ୧୩ଟି ଦଳ, ରାଜନଗର ରେରେ ୧୦ଟି ଦଳ, ଗହୀରମଥା ରେରେ ଗୋଟିଏ ଦଳ, ମହାକାଳପଡା ରେରେ ୬ଟି ଦଳ ଓ କୁଜଙ୍ଗ ରେରେ ୩ଟି ଦଳ ଗଣନାରେ ସାମିଲ ହୋଇଥିଲେ ।