୬ଫୁଟ ନାଗ ଉଦ୍ଧାର

 ତାଳଚେର :  ଲିଙ୍ଗରାଜ ଖୋଲାମୁହଁ କୋଇଲା ଖଣି ସାଇଲୋ ଠାରେ ଏକ ନାଗସାପକୁ କର୍ମଚାରୀ ମାନେ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ଏ ନେଇ ସର୍ପମିତ୍ର ସଞ୍ଜୟ ମହାପାତ୍ରଙ୍କୁ ଫୋନ ଯୋଗେ ଜଣାଇବା ପରେ ସେ ଘଟଣାସ୍ଥଳରେ ପହଞ୍ଚô ୬ଫୁଟର ନାଗ ସାପକୁ ଉଦ୍ଧାର କରିଥିଲେ । ପରେ ସେ ନିକଟସ୍ଥ ଜଙ୍ଗଲରେ ସାପଟିକୁ ଛାଡ଼ି ଦେଇଥିଲେ ।