ୱାର୍ଲଡ ବୁକ ଅଫ ରେକର୍ଡରେ ଦିବ୍ୟାଂଶୀ

ପାଣିକୋଇଲି : ପାଣିକୋଇଲି ଗ୍ରାମର ଦୁଇବର୍ଷିୟା ଶିଶୁ କନ୍ୟା  ୱାର୍ଲଡ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।  ଗ୍ରାମର ସତ୍ୟବ୍ରତ ସାହୁ ଓ ଦୀପା ସାହୁଙ୍କ ଦୁଇବର୍ଷର କୁନି ଝିଅ ଦିବ୍ୟାଂଶ୍ରୀ ଛୋଟ ବେଳୁ ରଙ୍ଗ ଚିହ୍ନିବା, ପଶୁପକ୍ôଷ ମାନଙ୍କ ଶରୀରୀର ଅଙ୍ଗ ଓ ସ୍ୱର ଆଦି କରିପାରି ଏହି ସଫଳତା ପାଇଛନ୍ତି । ଦିବ୍ୟାଂଶ୍ରୀ  ଶ୍ଲୋକ, ମନ୍ତ୍ର, ଓଡିଆ କବି ଓ ଲେଖକ ଆଦି କହିପାରି ଗ୍ଲୋବାଲ ବ୍ରାଇଟ ଷ୍ଟାର ପ୍ରମାଣପତ୍ର ହାସଲ କରିଛନ୍ତି ।  ଏନେଇ ଦିବ୍ୟାଂଶୀଙ୍କ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି ।