ଏସପ୍ଲାନେଡ଼ରେ ରିହାତି ସେଲ

ଭୁବନେଶ୍ୱର:  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନେକ୍ସସ ଏସପ୍ଲାନେଡ଼ରେ ସେଲ ଉପରେ ରିହାତି ଦିଆଯାଉଛି । ଏହା ୨୪ ତାରିଖରୁ ଆରମ୍ଭ ହୋଇଥିଲା ।  ଗ୍ରାହକମାନେ ନିଜ ପସନ୍ଦର ବ୍ରାଣ୍ଡଉପରେ ସର୍ବୋତ୍ତମ ରିହାତି ପାଇପାରିବେ ଏବଂ ଫ୍ଲାଟ୍ ୫୦% ସହ ଏହା ସହରର ସମସ୍ତଙ୍କ ପାଇଁ ଚୂଡ଼ାନ୍ତ ସପିଂ ସୁଯୋଗ ପାଲଟିଛି । ଶୀର୍ଷ ଅନ୍ତର୍ଜାତୀୟ ଏବଂ ଭାରତୀୟ ବ୍ରାଣ୍ଡଗୁଡ଼ିକ ଅଂଶଗ୍ରହଣ କରୁଥିବାରୁ ଏହି ସେଲ୍ରେ ଫ୍ୟାସନ, ସୌନ୍ଦର୍ଯ୍ୟ, ଜୋତା ଏବଂ ଏଫ୍ ଆଣ୍ଡବିରେ ୧୦୦ରୁ ଅଧିକ ବ୍ରାଣ୍ଡ୍ ଉପରେ ଅତୁଳନୀୟ ଡିଲ୍ ଉପଲବ୍ଧ ହେଉଛି । ଯାହା ସମସ୍ତଙ୍କ ପାଇଁ କିଛି ନା କିଛି ସୁନିଶ୍ଚିତ କରିବ । ସାଧାରଣତନ୍ତ୍ର ଦିବସ ସେଲ୍ ହେଉଛି ଗ୍ରାହକମାନଙ୍କୁ ଅସାଧାରଣ ମୂଲ୍ୟ ଏବଂ ଏକ ସ୍ମରଣୀୟ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ନେକ୍ସସ୍ ସିଲେକ୍ଟ ମଲ୍ ଗୁଡ଼ିକର ନିରନ୍ତର ପ୍ରୟାସର ଏକ ଅଂଶ ।