କି କଥା ବୋଇଲେ  ?

କି କଥା ବୋଇଲେ  ?

ରାଇଜେ ସଳଖେ ମଣ୍ଡି ଯେ ଖୋଲୁନି 
ବ୍ୟବସ୍ଥା କହୁଛି ଭଲ
ଚାଷୀଙ୍କୁ ପଚାର ସେମାନେ କହିବେ
ଭଲ ଅବା କି ଯେ ଭେଲ...
ଅଣ୍ଡାଳି ଆଉଁଷି ଗାଲ...
ଚାଷୀକୁଳ ସଦା ହନ୍ତସନ୍ତ ଯାହା
ବୁଣାରୁ ଅମଳ ଖାଲ...