କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ବୈଠକ
ସିଂହପୁର : କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ବୈଠକ ଆଲୋକ ବଳିଆର ସିଂହଙ୍କ ଆବାହକରେ ସାଇ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଛି । ବୈଠକରେ ବିଦ୍ୟାଧର ଜେନା, କୁଷ୍ଟ ଚନ୍ଦ୍ର ଥାଟୋଇ, ସୁଶାନ୍ତ କୁମାର ନାୟକ, ପ୍ରଦୀପ ଜେନା, ଚନ୍ଦ୍ର ଶେଖର ନାୟକ, ସୁବାସ ଚନ୍ଦ୍ର ପ୍ରଧାନ, ମଳୟ ଥାଟୋଇ, ଭରତ ଚନ୍ଦ୍ର ନାୟକ, ରାମ ନାରାୟଣ ବଳିଆର ସିଂହ, ଅନଙ୍ଗ ଉଦୟ ବେଉରିଆ, କୈଳାସ ସାମଲ, ରାଜୀବ ଲୋଚନ ବେଉରିଆ, ଉକôଳ କୁମାର ନାୟକ, ଅମରେନ୍ଦ୍ର ଜେନା, ଜ୍ଞାନେନ୍ଦ୍ର ବେଉରିଆ, ନିର୍ମଳ ଜେନା, ଦୀନବନ୍ଧୁ ଥାଟୋଇଙ୍କ ସମେତ ୫୦ରୁ ଉର୍ଦ୍ଧ କ୍ଷତ୍ରିୟ ଯୋଗ ଦେଇଥିଲେ । ଆଗମୀ ୨୭ତାରିଖ ଦିନ ସିଂହପୁରରେ ହେବାକୁ ଥିବା ସମାରୋହ ସଂପର୍କରେ ଆଲୋଚନା କରାଯାଇଥିଲା ।