ଅଂଶୁମାନ ମେମୋରିଆଲ ପକ୍ଷରୁ ସହାୟତା
ଧର୍ମଶାଳା: ସ୍ୱେଛାସେବୀ ସଙ୍ଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଧର୍ମଶାଳା ବ୍ଲକ କୁମାରୀ ଅଂଚଳର କ୍ଷେତ୍ରବାସୀ ସାହୁ ପରିବାରକୁ ଅର୍ଥରାଶି ସହାୟତା ପ୍ରଦାନ କରାଯାଇଛି । କ୍ଷେତ୍ରବାସୀ ଜଣେ ଗରିବ ଲୋକ ହୋଇଥିବା ବେଳେ ତାଙ୍କର ଏକକାର୍ଯ୍ୟକ୍ରମ ପାଇଁ ଅର୍ଥ ଆବଶ୍ୟକ ରହିଥିବା ଖବର ପାଇ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିଦେ୍ର୍ଦଶକ୍ରମେ ଟ୍ରଷ୍ଟର ସଦସ୍ୟ ତାଙ୍କ ଘରେ ପହଁଚି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।