ଜାତୀୟ କୃମିନାଶକ ତାଲିମ ଶିବିର
ବରୀ: ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ କୃମିନାଶକ ଲାଗି ତାଲିମ ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ. ସବ୍ୟସାଚୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ. ଶଶୀକାନ୍ତ ସାହୁ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ ନାୟକ, ଗୋଷ୍ଠୀ ତଥ୍ୟ ପ୍ରବନ୍ଧକ ମୁକୁନ୍ଦ ନାୟକ, ବିପିଓ ପବିତ୍ର ଗୌରବ ଦାସ, ବାମ ବିଶ୍ୱଜିତ ମାହୁନ୍ତ, ଏଲଟି ବିଜୟ ନନ୍ଦ, ସ୍ୱାସ୍ଥ୍ୟ ମହିଳା ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶିକା ଯୋଗଦେଇଥିବା ବେଳେ, ଆସନ୍ତା ଫେବୁୟାରୀ ୧୦ ତାରିଖ ଦିନ ୧ ରୁ ୧୯ ବର୍ଷ ପିଲାମାନଙ୍କୁ ସ୍କୁଲ, କଲେଜ, ଅଜ୍ଞନବାଡୀ କେନ୍ଦ୍ରରେ କୃମି ନାଶକ ବଟିକା ଦିଆଯିବା ସହିତ ଏବଂ ୧୭ ତାରିଖରେ ବଳକା ଥିବା ପିଲାଙ୍କୁ େଓøଷଧ ଦିଆଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟଚିକିତ୍ସା ଅଧିକାରୀ ସୂଚନା ଦେକ୍ଷଇଛନ୍ତି ।