ପର୍ଯ୍ୟାପ୍ତ ସାର ମହଜୁଦ୍ : ସମବାୟ ମନ୍ତ୍ରୀ 

ପର୍ଯ୍ୟାପ୍ତ ସାର ମହଜୁଦ୍ : ସମବାୟ ମନ୍ତ୍ରୀ 

ଚଳିତ ବର୍ଷ ୧୦ଲକ୍ଷ ୮୫ହଜାର ଟନ୍ ସାର ବଣ୍ଟା ସରିଲାଣି । ଗତବର୍ଷ ଚଳିତ ମାସ ସୁଦ୍ଧା ୮ଲକ୍ଷ ୫୦ହଜାର ଟନ୍ ସାର ବଣ୍ଟା ସରିଥିଲା । ସରକାରଙ୍କ ପାଖରେ ଆହୁରି ୧ଲକ୍ଷ ୮୦ହଜାର ଟନ୍ ସାର ମହଜୁଦ୍ ଅଛି । ଆବଶ୍ୟକ ହେଲେ ଆହୁରି ମଗେଇବୁ ବୋଲି କହିଛନ୍ତି ପ୍ରଦୀପ ବଳସାମନ୍ତ । ବିସରୋଧୀ ଦଳ ସାର ନାହିଁ କହି ନ୍ୟାରେଟିଭ୍ ତିଆରି କରୁଛନ୍ତି । ଲୋକେ ସବୁ ଜାଣନ୍ତ, ବିଜେଡି ଯେତେ ସୋ ବାଜି କଲେ ବି ଳାଭ ଦେବନି ।