ବକ୍ସିଂ ଖେଳ ପାଇଁ ଆରଆଇ ମନୋନୀତ
ବରୀ: ବରୀ ତହସିଲର ଆରଆଇ ଆଲୋକ କୁମାର ମଲ୍ଲିକ ୩୮ ତମ ଜାତୀୟ ବକ୍ସିଂ ଖେଳ ପାଇଁ ନୋନୀତ ହେଇଛନ୍ତି । ଏହି ଖେଳ ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହୋଇ ୯ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ଖେଳ ଅନୁଷ୍ଠିତ ହେବ । ଏହି ଖେଳ ଲାଗି ଓଡ଼ିଶାରୁ ୭ ଜଣ ଖେଳାଳି ମନୋନୀତ ହେଇଥିବା ବେଳେ, ସେଥିମଧ୍ୟରୁ ବରୀ ତହସିଲ ମଧୂସୁଦନପୁର ଆରାଇ ଶ୍ରୀ ମଲ୍ଲିକ ମନେନୀତ ହୋଇଥିବା ପ୍ରକାଶ କରିଛନ୍ତି ।