ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି

 କେନ୍ଦୁଝର : ଭଦ୍ରକ ବିଧାନସଭା କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଏକ ବର୍ଷର ଉଲ୍ଲେଖନୀୟ ଉପଲବ୍ଧି ଉପଲକ୍ଷେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ,ସାମ୍ୱାଦିକ ବନ୍ଧୁମାନଙ୍କ ସହ ବିଶେଷ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି କ୍ଷ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନୁ୍ୟ ସେଠି, ଏବଂ ମାନ୍ୟବର ଭଦ୍ରକ ବିଧାୟକ ସୀତାଂଶୁପସେଖର ମହାପାତ୍ର ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମକୁ ଅଧିକ ଗମ୍ଭୀରତା ଓ ଦୃଢତା ପ୍ରଦାନ କରିଥିଲା ।ସାମ୍ବାଦିକ ବନ୍ଧୁ ମାନଙ୍କ ମୂଲ୍ୟବାନ ମତାମତ ଭବିଷ୍ୟତ ଭଦ୍ରକ ଗଢ଼ିବାରେ ଦିଗଦର୍ଶନ ଦେବ ବୋଲି କହିଥିଲେ ବିଧାୟକ ଶ୍ରୀ ମହାପାତ୍ର କ୍ଷ ଭଦ୍ରକ ର ଉନ୍ନତିକରଣ ନେଇ ମେଡିକାଲ କଲେଜ, ବିଶ୍ୱ ବିଦ୍ୟାଳୟ ଠାରୁ ରାସ୍ତା, ଆବାସ ଯୋଜନା, ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ଇତ୍ୟାଦି, ଉଚ୍ଛେଦ ପରେ ମାର୍କେଟ କମ୍ପ୍ଲେକ୍ସ ଇତ୍ୟାଦି କାର୍ଯ୍ୟ ନେଇ ହାତକୁ ନିଆ ଯାଇଥିବା ଏମପି ଓ ବିଧାୟକ କହିଥିଲେ କ୍ଷ ସେହିପରି ସାମ୍ବାଦିଜ ମାନଂକୁ ଉତ୍ତରୀୟ ଓ ଉପ ଢଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ଜିଲ୍ଲା ର ଉନ୍ନତି ନେଇ ସାମ୍ବାଦିକ ମାନେ ସେମାନଙ୍କ ର ମତା ମତ ରଖିଥିଲେ ।