ଭାଗବତେଶ୍ୱର ମନ୍ଦିର କମିଟି ସଫେଇ କାର୍ଯ୍ୟକ୍ରମ
କବାଟବନ୍ଧ : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରେଖିଦେଇପୁରର ଭଗବତେଶ୍ୱର ମନ୍ଦିର କମିଟି ପକ୍ଷରୁ ସଭାପତି ଅଜୟ ପରିଡ଼ାଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି । କାର୍ଯ୍ୟକ୍ରମରେ ମନ୍ଦିର କମିଟିର ଅଭିରାମ ରାଉତ, ମଧୁସୂଦନ ମଲ୍ଲ, ପବିତ୍ର ମୋହନ ରାଉତ, ଅକ୍ଷୟ ବେହେରା, ଅଭିରାମ ରାଉତ, ଦୁର୍ଯେ୍ୟାଧନ ରାଉତ, ରଙ୍ଗାଧର ଜେନା, ପ୍ରଭାତ ରାଉତ, ପ୍ରଫୁଲ୍ଲ କୁମାର ମଲ୍ଲ, କୋଦଣ୍ଡ ଧର ଜେନା, କଳ୍ପତରୁ ବଳ, ମାଧବାନନ୍ଦ ରାଉତ, ଫଗୁଚରଣ ମଲ୍ଲ, ବାସୁଦେବ ମଲ୍ଲ, ବାସୁଦେବ ରାଉତ, ଆର୍ତବନ୍ଧୁ ରାଉତ, ବଳରାମ ବଳ, ବିପିନ ମଲ୍ଲ, କୁନା ବଳ, ମଧୁସୂଦନ ମଲ୍ଲ, ଶରତ ସେଠି, ସାମ୍ବାଦିକ ଚିତ୍ରସେନ ନାଥ, ମେଘନାଦ ରାଉତ, ହଗୁରି ରାଉତଙ୍କ ସମେତ ଗ୍ରାମବାସୀ, ଅଖପାଖ ଗ୍ରାମ ପାଇକରାପୁର, କଦ୍ମବପାଟଣା, କଣ୍ଟାପାଟଣା, ବାଲିକୁଦିଆ, ତାଳଜଙ୍ଗ, ପୋତୁଅ, ବଳରାମପୁର ଗ୍ରାମର ଅନେକ ସାମିଲ ହୋଇ ମନ୍ଦିର ପରିସର ସଫେଇ କରାଯିବା ସହିତ ମନ୍ଦିର ବିଭିନ୍ନ ଉନ୍ନୟନ ମୂଳକ ବିଷୟରେ ଆଲୋଚନା କରିଥିଲେ ।