ମା’ତାରିଣୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା

 ବୈତରଣୀ ରୋଡ : ଷ୍ଟେସନ୍ ବଜାର ସ୍ଥିତ ମା’ତାରିଣୀଙ୍କ ନବ ନିର୍ମିତ ମଣ୍ଡପ ଓ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି । ଅମ୍ବୃତିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପିର ରାଜ୍ୟ ପାରିଷଦ ସଭ୍ୟ ପ୍ରକାଶ ଧଳଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାକେଶ ସିଂହ, ଅଜୟ ଜେନା, ପୂର୍ବତନ ସରପଂଚ ଉଦୟନାଥ ପରିଡା, ସମିତିସଭ୍ୟ ରଶ୍ମିରଞ୍ଜନ ପରିଡ଼ା, ସରପଂଚ ଲିପ୍ସା ପରିଡ଼ା, ପ୍ରକାଶ ମଲିକ, ହେମନ୍ତ ସିଂହ, ସିପୁ ମଲିକ, ଅକ୍ଷୟ ମହାଳିକ, ଗୋପ ଜେନା, ଲକ୍ଷ୍ମୀଧର ସାହୁ, ମାନସ ଧଳ ଆଦି ଉପସ୍ଥିତ ରହି ପ୍ରତିଷ୍ଠା ଉତ୍ସବରେ ସହଯୋଗ କରିଥିଲେ ।