ମା’ ଭଗବତୀ ମନ୍ଦିରରେ ମୁଖ୍ୟ ବିଚାରପତି
ବାଣପୁର : ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ହରିଶ ଟନଣ୍ଡ ପନôୀଙ୍କ ସହ ବାଣପୁର ଭଗବତୀଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ । ଦେବୋତ୍ତର ବିଭାଗ ଡେପୁଟି କମିଶନର ଦିଲୀପ କୁମାର ଶତପଥୀ, ବିଚାରପତି ଅମରେଶ ମହାପାତ୍ର, ବିଚାରପତି ଇପ୍ସିତା ଏକ୍କା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବାଣପୁର କୋର୍ଟ ଓକିଲ ସଙ୍ଘ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ଓକିଲ ଉପସ୍ଥିତ ଥିଲେ ।