ଯୁବତୀଙ୍କୁ କୁକର୍ମ ଅଭିଯୋଗ 

 ସିଂହପୁର : ଜନୈକା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଯୁବତୀଙ୍କୁ ହାତ ମୁହଁ ବାନ୍ଧି ଦୁଷ୍କର୍ମ କରାଯିବା ସହ ନିସ୍ତୁକ ମାଡ଼ ମରାଯାଇଥିବାର ହୋଇଛି ଅଭିଯୋଗ । ଏଭଳି ଘଟଣା ବିଞ୍ଝାରପୁର ଥାନା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ଏଭଳି ଘଟଣା ସିଂହପୁର ଅଞ୍ଚଳରେ ଘଟିଛି । ଅଭିଯୋଗ ପାଇ ବିଞ୍ଝାରପୁର ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଡାଉ ଜାରି ରଖିଛି । ଖବର ଅନୁଯାଇ ପୀଡ଼ିତାଙ୍କ ପରିବାର ସିଂହପୁର ଅଞ୍ଚଳରେ ଭଡାରେ ରହୁଥିବା ବେଳେ ଅଭିଯୁକ୍ତ ସିଂହପୁର ଅଞ୍ଚଳର ବୋଲି ଜଣାପଡିଛି ।