ରାଷ୍ଟ୍ରୀୟ ଯୁବ ଦିବସ ପାଳିତ 

 ରାଜକନିକା: ରାଷ୍ଟ୍ରୀୟ ଯୁବ ଦିବସ ତଥା ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ରାଜକନିକା ସ୍ଥିତ ଶୈଳେନ୍ଦ୍ର ନାରାୟଣ କଲେଜରେ ସଭାପତି ଓମ୍ ପ୍ରକାଶ ସାମଲଙ୍କ ସଭାପତିତ୍ୱରେ ବିଦ୍ୟାର୍ଥୀଙ୍କୁ ନେଇ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମତୋ କଲେଜ ଅଧ୍ୟକ୍ଷ ବିଭୁତି ଭୂଷଣ ବିଶ୍ୱାଳ ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ କରାଇଥିଲେ । ଉପସଭାପତି ସୁଶ୍ରୀ ସ୍ମୃତି ପ୍ରିୟଦର୍ଶିନୀ ବାରିକ, ସମ୍ପାଦକ ସୁଶ୍ରୀ ସୁଜାତା ପତ୍ର ସହସମ୍ପାଦକ ଲଗ୍ନଜିତ ବାରିକ ଉପସ୍ଥିତ ଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ଅମିତ କୁମାର ପାଣ୍ଡବ, ଆଲୋକ ଜେନା, ଶୁଭମ ମହାପାତ୍ର, ସୁବ୍ରତ ନାୟକ, ରାଜେଶ ତରାଇ, ସନ୍ତୋଷ ଦାସ, ବିଶ୍ୱଜିତ ନାୟକ, ରଞ୍ଜିତ ବିଶ୍ୱାଳ, ସୌରଭ ନାୟକ, ସୌମ୍ୟରଞ୍ଜଜନ ପାଣିଗ୍ରାହୀ, ଅନନ୍ତ ନାୟକ, ମେହେକ ବେଗମ,ଲିଜାରାଣୀ ମଲ୍ଲିକ, ସୌରଭ ସାମଲ ଉପସ୍ଥିତ ଥିଲେ ।